ବୋମା ଖାଇ ମାଆ ହେଲା ରକ୍ଷାକବଚ :

By-SUBHASMITA Dt 5.1.2026 କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇଲା ଗୋମାତା କିଛି ସମୟର ଅସାବଧାନତା ଓ କିଛି ଅମଣିଷର ଘୃଣ୍ୟ କାର୍ଯ୍ୟ… ଆଉ ସେଇ ମୁହୂର୍ତ୍ତରେ ଦେଖା ଦେଲା ମାଆ ହେବାର ଅସଲ ଅର୍ଥ | ସତରେ ମା ଶଦ୍ଧ ଟି ନିଆରା | ମା ବିନା ଜଗତ ହିଁ ଶୁନ୍ୟ |ଗୋଟେ ମା ପାଇଁ ତା ଛୁଆ ହିଁ ସବୁକିଛି |ସେ ପଶୁ ହଉକି ମାନବ ସମସ୍ତଙ୍କ ମନରେ ଥାଏ ଆଧର ସେହ୍ନ ଓ … Read more

ନଭେମ୍ବର 2025 ରେ ବଜାର ଘାଣ୍ଟୁଛି OnePlus, Realme, iQOO ଭଳି ବଡ଼ ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ ଆସୁଛି :

By -SUBHASMITA 31 oct 2025 ଭୁବନେଶ୍ୱର : ନଭେମ୍ବର ମାସ ଟେକ୍‌ ଲଭରମାନଙ୍କ ପାଇଁ ଏକ ବଡ଼ ଉପହାର ନେଇ ଆସିଛି। OnePlus, Realme, iQOO, OPPO, Motorola ଓ Lava ଭଳି ଶୀର୍ଷ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକ ଏହି ମାସରେ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛନ୍ତି। କିଛି flagship ଫୋନ ଥିଲେ, କିଛି budget segment ମଧ୍ୟରେ ଭଲ features ସହିତ ଆସୁଛି। ନଭେମ୍ବରରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟଫୋନ ତାଲିକା ନିମ୍ନପରି — … Read more

ବାପାଙ୍କ ଆଲିଙ୍ଗନରେ ଭାବବିହ୍ବଳ ଜେମିମା! ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତିଶୋଧମୂଳକ ବିଜୟ ପରେ ଭାଇରାଲ ହେଲା ଭିଡିଓ :

BY-SUBHASMITA oct 31 2025 ନୂଆଦିଲ୍ଲୀ :ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇ ଆଇସିସି ମହିଳା ବିଶ୍ୱକପ୍‌ର ଫାଇନାଲ୍‌କୁ ପହଞ୍ଚିଛି। ଏହି ପ୍ରତିଶୋଧମୂଳକ ବିଜୟରେ ମୁଖ୍ୟ ନାୟିକା ହେଲେ ଜେମିମା ରଡ୍ରିଗ୍ସ, ଯିଏ ତାଙ୍କ ପ୍ରଥମ ବିଶ୍ୱକପ୍ ଶତକ (୧୨୭) ସହିତ ଭାରତକୁ ଫାଇନାଲ୍‌ ଯାତ୍ରାରେ ନେଇଗଲେ। ତଥାପି ମ୍ୟାଚ୍ ପରେ ଯେଉଁ ଦୃଶ୍ୟ ସବୁଠୁ ଅଧିକ ହୃଦୟସ୍ପର୍ଶୀ ଥିଲା, ସେହି ହେଲା ଜେମିମାଙ୍କ ଭାବବିହ୍ବଳ ମୁହୂର୍ତ୍ତ। ବିଜୟ ପରେ ସେ ସିଧା ନିଜ … Read more

ଓଡ଼ିଆଣୀ ବେଶରେ ଦିବ୍ୟ ରୂପେ ଦର୍ଶନ ଦେଉଛନ୍ତି ଶ୍ରୀରାଧାରାଣୀ:

By -SUBHASMITA 31 oct 2025 ଭୁବନେଶ୍ୱର : ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଆଜି ହେଉଛି ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପବିତ୍ର ପାଦପଦ୍ମ ଦର୍ଶନ । ଏହି ଦିନ ରାଧାରାଣୀ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କ ମନକୁ ମୋହିତ କରୁଛନ୍ତି । ପ୍ରାତଃକାଳରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରକୁ ଭିଡ଼ କରୁଛନ୍ତି । ‘ଧାତ୍ରୀ ନବମୀ’ ବୋଲି ଜଣାଶୁଣା ଏହି ପବିତ୍ର ତିଥିରେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନରେ ଅନେକ ଭକ୍ତ ମନୋକାମନା … Read more

ସବୁପଟେ ଚାପ ନିଜ ଅଭିଶାପରେ ଡୁବୁଛି ପାକିସ୍ତାନ :

By -SUBHASMITA oct 25 2025 ଭାରତ, ଆଫଗାନିସ୍ତାନ ଓ ଟିଟିପି — ତିନି ମୁହାଁରୁ ଏବେ ଚାପରେ ରହିଛି ପାକିସ୍ତାନ। ଜାତିସଂଘରେ ଭାରତ ପାକିସ୍ତାନକୁ ବେଜ୍ଜିତ କରିବା ପରେ, ଟିଟିପି ଓ ଆଫଗାନିସ୍ତାନର ନୂଆ କାର୍ଯ୍ୟକଳାପ ପାକିସ୍ତାନ ପାଇଁ ବିପଦ ସଂକେତ ହୋଇଉଠିଛି। ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଜାତିସଂଘରେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଅଧିକୃତ ଭାରତୀୟ ଅଂଚଳରେ ମାନବିକ ଅଧିକାର ଉଲ୍ଲଂଘନ ଘଟୁଛି। ସେଠାରେ ଲୋକମାନେ ଶୋଷଣ, ନିର୍ଯାତନା ଓ ଦମନରେ … Read more

ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ — ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ :

By -SUBHASMITA oct 25 2025 ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ । ଭୁବନେଶ୍ଵରର ରାଜୀବ ଭବନରେ ଆଜି ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଉପରେ ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ, ଜରୁରୀ ସାମଗ୍ରୀ ଓ ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି … Read more

ମୋନ୍ଥା” ବାତ୍ୟା ୨୮ ରାତିରେ ଭୂମିସ୍ପର୍ଶ କରିବ, ଓଡ଼ିଶାରେ ଅତି ପ୍ରବଳ ବର୍ଷାର ସତର୍କତା

By- SUBHASMITA oct 25 2025 ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ନେଇ ଆସିଲା ଭୟଙ୍କର ସୂଚନା। ଭାରତୀୟ ପାଣିପାଗ ବିଭାଗ ଜଣାଇଛି ଯେ, ୨୮ ରାତିରେ ଆନ୍ଧ୍ରପ୍ରଦେଶର କାକିନଡ଼ା ପାଖରେ ବାତ୍ୟା ଭୂମିସ୍ପର୍ଶ କରିବ। ଏହା ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଥିବା କାକିନଡ଼ା ଅଞ୍ଚଳରେ ହେବ। ଲ୍ୟାଣ୍ଡଫଲ ସମୟରେ ପବନ ବେଗ ୯୦ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ ବୋଲି ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁସାରେ, ବଙ୍ଗୋପସାଗରରେ ଗଠିତ … Read more

ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇଲେ ଟ୍ରମ୍ପ, ୯୯୯ ଲୋକ ପାଇଁ ନୂଆ ଗ୍ରାଣ୍ଡ ହଲ ନିର୍ମାଣ :

By -SUBHASMITA oct 23 2025 ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇ ନୂଆ ଗ୍ରାଣ୍ଡ ବଲ୍ ରୁମ୍ ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଛି। ଏହି ଭବ୍ୟ ହଲ୍‌ରେ ଏକାସାଥିରେ ୯୯୯ ଲୋକ ବସିପାରିବେ। ଟ୍ରମ୍ପଙ୍କ ଏହି ପ୍ରକଳ୍ପ ପାଇଁ ଅନୁମାନିତ ଖର୍ଚ୍ଚ ହେଉଛି ୨୫୦ ମିଲିୟନ ଡଲାର। ଏହି ନୂଆ ହଲ୍ ୯୦ ହଜାର ବର୍ଗଫୁଟ୍ ଅଞ୍ଚଳ ଉପରେ ନିର୍ମାଣ ହେବ ଓ ଏହା ଭବନର … Read more

ସବ୍‌ ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଓ ଗର୍ଭନଷ୍ଟ ଅଭିଯୋଗ: ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟ ଗିରଫ :

By SUBHASMITA oct 23 2025 ଭୁବନେଶ୍ବର, ୨୨ ଅକ୍ଟୋବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗୋଟିଏ ଗମ୍ଭୀର ଅଭିଯୋଗ। ଜଣେ ସବ୍‌ ଇନ୍ସପେକ୍ଟର ମହିଳାଙ୍କ ଅଭିଯୋଗରେ ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମହିଳା ଥାନା ପୋଲିସ ଗିରଫ କରିଛି। ଅଭିଯୋଗ ଅନୁସାରେ, ଯଶୋବନ୍ତ ଆଚାର୍ଯ୍ୟ ଦୀର୍ଘଦିନ ଧରି ବିବାହର ପ୍ରତିଶ୍ରୁତି ଦେଇ ସେହି ସବ୍‌ ଇନ୍ସପେକ୍ଟରଙ୍କ ସହିତ ସମ୍ପର୍କ ରଖୁଥିଲେ। ପରେ ସେ ମହିଳା ଗର୍ଭବତୀ ହେବା ପରେ ମଧ୍ୟ, ଗର୍ଭ ନଷ୍ଟ କରିବାକୁ ବାଧ୍ୟ … Read more

ରବିବାର ହେବ ପୋଲିଓ ଦିବସ: ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ଦିଆଯିବ ‘ଦୁଇ ବୁନ୍ଦା ଜୀବନ’

By Shubhasmita | October 11, 2025 ଭୁବନେଶ୍ୱର, ୧୧ ଅକ୍ଟୋବର: ଆସନ୍ତା ରବିବାର, ଅକ୍ଟୋବର ୧୨ରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଦ୍ୟାପିତ ହେବ ରାଷ୍ଟ୍ରୀୟ ପୋଲିଓ ଦିବସ। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ସହିତ ସମସ୍ତ ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବ। ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ … Read more