ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଆଲର୍ଟ | ରିଲିଫ୍ ଓ ଉଦ୍ଧାର କାମ ଜାରି | ହିମାଚଳରେ ବନ୍ୟାର ଭୟଙ୍କର ପ୍ରକୋପ । ଜୁନ୍ ୨୦ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରଠାରୁ, ମାତ୍ର ୧୩ ଦିନ ମଧ୍ୟରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣାରେ ୬୩ ଜଣ ପ୍ରାଣ … Read more

ରେକର୍ଡ କଲେ ଗିଲ୍ ||

ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ରେକର୍ଡ ଭରା ମାରାଥନ୍ ଦ୍ବିଶତକ ଦେଖି ଭାରତୀୟ ଙ୍କ ମନ ଖୁସି ||ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ଦ୍ବିଶତକ ପରେ ବୋଲର୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ରବୀନ୍ଦ୍ର ଜାଡ଼େଜା ଙ୍କ ସହ ମିଶି ଦ୍ବିଶତକୀୟ ଏବଂ ୱାସିଂଟନ୍ ସୁନ୍ଦର (୪୨)ଙ୍କ ସହ ମିଶି ଶତକୀୟ (୧୪୪) ଭାଗୀଦାରି କରି ଶୁବମନ ଗିଲ୍‌ ମଧ୍ୟ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଭାରତର … Read more

ଇରାନ ପରମାଣୁ ଅସ୍ତ୍ର ରଖିପାରିବନି

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି ଯେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ |  ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି … Read more

ଇରାନ ରୁ କେମିତି ଫେରିବେ ୧୦୦୦୦ ଭାରତୀୟ

ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି। ନୂଆଦିଲ୍ଲୀ: ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି। ଭାରତର ଅନୁରୋଧର ଜବାବ ଦେଇ … Read more

ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ

ଭିକାରି ଦେଶ ପାକିସ୍ତାନ ରେ ତେଲ ପାଇଁ ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, ନାନାଦି ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଦରବୃଦ୍ଧିକୁ ନେଇ ଚିନ୍ତିତ ସାଧାରଣ ଲୋକେ… ଇସଲାମାବାଦ: ପାକିସ୍ତାନରେ ପୁଣି ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, … Read more

ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି ହେଲେ ଏମିତି ବାରମ୍ବାର କାହିଁକି ଘଟୁଛି ତାକୁ ନେଇ ଯାତ୍ରୀଙ୍କ ମନ ରେ ଏତେ ଅସନ୍ତୋଷ ଦେଖା ଯାଉଛି… ତେବେ ବିମାନର ଇଞ୍ଜିନର ଯାନ୍ତ୍ରିକ ଅସୁବିଧା ଯୋଗୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଲା … Read more

ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଥିବା ବାପାର ମିଳିଲା ମୃତଦେହ

ଗତକାଲି ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଥିଲା ବାପା। ଆଜି ତାର ମୃତଦେହ ସୁବର୍ଣ୍ଣରେଖା ନଦୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ଅଭିଯୁକ୍ତ ବାପା ପଲଟୁ ଜେନା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଭୋଗରାଇ/କମର୍ଦ୍ଦା: ଗତକାଲି ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଥିଲା ବାପା। ଆଜି ତାର ମୃତଦେହ ସୁବର୍ଣ୍ଣରେଖା ନଦୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ଅଭିଯୁକ୍ତ ବାପା ପଲଟୁ ଜେନା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଜି ସକାଳେ ଲୋକେ ନଦୀରେ … Read more

ସୁଲତା ଦେଓ ଙ୍କ ପାଇଁ ଆତଙ୍କବାଦୀ ବଡ ମୃତ ପରିବାର ନୁହଁ ?

ପହଲଗାମ୍ ଆତଙ୍କୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ବିଜେଡି ସାଂସଦ ସୁଲତା ଦେଓଙ୍କ ଉପହାସ । ଧର୍ମ ପଚାରି ଆତଙ୍କବାଦୀ ଗୁଳି ମାରିଥିବା ମୃତକଙ୍କ ପରିବାର କହୁଥିବାବେଳେ ସୁଲତା ଦେଓ କହିଛନ୍ତି ଏହା କେବଳ ମନଗଢା କାହାଣୀ । ସେ ଆହୁରି କହିଛନ୍ତି- କୌଣସି ଆତଙ୍କବାଦୀ କେବେ ଧର୍ମ ଜାତି ସହ ବନ୍ଧା ନୁହେଁ ।…. ଜମ୍ମୁ- କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କୁ ହରାଇଛନ୍ତି ତାଙ୍କ ପ୍ରିୟଜନ ।……. ଏଭଳି ଏକ ସମ୍ବେଦନଶୀଳକ ଘଟଣାରେ … Read more

The term “lifestyle” refers to the typical way of life of an individual

The term “lifestyle” refers to the typical way of life of an individual, group, or culture. It encompasses a combination of tangible factors related to demographics (like age, income, and location) and intangible factors concerning psychological aspects (such as values, preferences, and outlooks). A person’s lifestyle is reflected in their patterns of behavior, consumption, work, … Read more