ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା, ୪ ମାସର ଲୁଚକାଳି ଖେଳ ପରେ ଆନ୍ଧ୍ର୍ରରୁ ଧରାପଡ଼ିଲେ ପୁଲିସ ଏସଆଇ
ଜଗତସିଂହପୁର: ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍ ଆନ୍ଧ୍ରପ୍ରଦେଶରେ ଚଢଉ କରି ଗିରଫ କରିଥିବା ବେଳେ ଆଜି ଭୋରରୁ ଜଗତସିଂହପୁରରେ ପହଞ୍ଚି ଥିବା ଜଣାପଡିଛି। ପ୍ରାୟ ସାଢେ ୩ ମାସ ପରେ … Read more