ଭାରତକୁ କେହି ଡରାଇ ପାରିବେ ନାହିଁ; ଆରଏସଏସ ନେତା ରାମ ମାଧବ
ନୂଆଦିଲ୍ଲୀ -: କିଛି ଦିନ ତଳେ ଭାରତକୁ ପରମାଣୁ ବୋମା ଆକ୍ରମଣ ଧମକ ଦେଇଥିଲେ ପାକିସ୍ତାନର ଆର୍ମି ମୁଖ୍ୟ ଆସୀମ୍ ମୁନୀର। ଏବେ ଏହାର ଜବାବ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ରାମ ମାଧବ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ଏପରି ଏକ ଦେଶ ନୁହେଁ ଯିଏ କୌଣସି ପରମାଣୁ ବିପଦକୁ ଭୟ କରେ। ଭାରତ ପ୍ରତ୍ୟେକ ପରିସ୍ଥିତିରେ ନିଜର ସ୍ୱାର୍ଥକୁ ରକ୍ଷା କରିବାକୁ ପ୍ରସ୍ତୁତ। ରାମ ମାଧବ କହିଛନ୍ତି ଯେ, … Read more