Horoscope

ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ … Read more

ଶ୍ରେଣୀକକ୍ଷରେ ବନ୍ଦ ହୋଇ ରାତି କାଟିଲା ଦ୍ୱିତୀୟ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷକ ନିଲମ୍ବିତ

By-SUBHASMITA Aug 23 2025 କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ ଆମ୍ବଡ଼ହରା ଗ୍ରାମରେ ଏକ ଅବହେଳାମୂଳକ ଘଟଣାଟି ଘଟିଛି! ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ୟଚକିତ କରିଛି ଘଟଣାଟି! ସ୍କୁଲ ଛୁଟି ପରେ ଶ୍ରେଣୀକକ୍ଷରେ ରହିଯାଇଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ରୀକୁ ଶିକ୍ଷକମାନେ ଧ୍ୟାନ ନଦେଇ କକ୍ଷକୁ ତାଲା ପକାଇଥିଲେ। ଫଳରେ, କୁନିଛାତ୍ରୀଜଣକ ଅନ୍ଧାରରେ ରାତିସାରା ବନ୍ଦ କକ୍ଷରେ ରହିଥିଲେ। ବାହାରିବାକୁ ବାହାରିବାକୁ ଉଦ୍ୟମ କରିବା ସମୟରେ ସେ ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଦ୍ଦୈବବଶତଃ ଝରକା ରେଲିଂରେ ମୁଣ୍ଡ … Read more

ଉପରାଷ୍ଟ୍ରପତି ନିର୍ବାଚନରେ ହରିଆଣାର 71 ବର୍ଷିୟ ଜଗତ ସିଂଙ୍କ ନାମାଙ୍କନ

ଉପରାଷ୍ଟ୍ରପତି ନିର୍ବାଚନରେ ହରିଆଣାର 71 ବର୍ଷିୟ ଜଗତ ସିଂଙ୍କ ନାମାଙ୍କନ, ପୂର୍ବରୁ ଲଢିଛନ୍ତି ଲୋକସଭା ଓ ରାଷ୍ଟ୍ରପତି ନିର୍ବାଚନ By – SUBHASMITA Aug 23 2025 ନୂଆଦିଲ୍ଲୀ, ଅଗଷ୍ଟ 23, 2025 – ସେପ୍ଟେମ୍ବର ୯ରେ ହେବାକୁଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହରିଆଣାର ଭବାନୀ ଜିଲ୍ଲାର ଚାଙ୍ଗ୍ ଗାଁରେ ରହୁଥିବା ୭୧ ବର୍ଷିୟ ଜଗତ ସିଂ ନାମାଙ୍କନ ଭରିଛନ୍ତି। ଏନଡିଏ ପକ୍ଷରୁ ସି. ପି. ରାଧାକ୍ରିଷ୍ଣନ ଓ ଇଣ୍ଡିଆ ବ୍ଲକ୍‌ରୁ ପୂର୍ବତନ ବିଚାରପତି ବି. ସୁଦର୍ଶନ … Read more

ଆଜିର ରାଶିଫଳ

By – SUBHASMITA Aug 23 2025 ମେଷ :ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ :ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ … Read more

ଭାରତରେ ପୁଣି ଫେରିବ କି TikTok? ୱେବସାଇଟ୍ ଖୋଲୁଥିବାରୁ ଚର୍ଚ୍ଚା ତେଜ

By – SUBHASMITA Aug 23 2025 ନୂଆଦିଲ୍ଲୀ, ଅଗଷ୍ଟ 23, 2025 – ପାଞ୍ଚ ବର୍ଷ ପୂର୍ବରୁ ନିଷିଦ୍ଧ ହୋଇଥିବା ଚୀନର ସର୍ଟଭିଡିଓ ଆପ୍ TikTok ପୁଣିଥରେ ଭାରତରେ ଫେରିବାକୁ ପାରେ ବୋଲି ଚର୍ଚ୍ଚା ଚାଲିଛି। ଭାରତରେ ଏହାର ୱେବସାଇଟ୍ ପୁଣି ଖୋଲୁଥିବାରୁ ଏହି ଅଟକଳନା ସୃଷ୍ଟି ହୋଇଛି। ତଥାପି ମୋବାଇଲ୍ ଆପ୍‌ଟି କିନ୍ତୁ ଏବେଭି ଖୋଲୁନାହିଁ। ୨୦୨୦ରେ ଗଲୱାନ ଘଟଣା ପରେ ଭାରତ ସରକାର TikTok ସହିତ 59ଟି ଚୀନ ଆପ୍‌କୁ ପ୍ରତିବନ୍ଧ କରିଥିଲେ। … Read more

ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା, ୪ ମାସର ଲୁଚକାଳି ଖେଳ ପରେ ଆନ୍ଧ୍ର୍ରରୁ ଧରାପଡ଼ିଲେ ପୁଲିସ ଏସଆଇ

ଜଗତସିଂହପୁର: ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍ ଆନ୍ଧ୍ରପ୍ରଦେଶରେ ଚଢଉ କରି ଗିରଫ କରିଥିବା ବେଳେ ଆଜି ଭୋରରୁ ଜଗତସିଂହପୁରରେ ପହଞ୍ଚି ଥିବା ଜଣାପଡିଛି। ପ୍ରାୟ ସାଢେ ୩ ମାସ ପରେ … Read more

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଶ୍ରୀରାମଙ୍କୁ ବିଶ୍ବାମିତ୍ରଙ୍କ ଅସ୍ତ୍ରଦାନ

ତ୍ରିକାଳଦର୍ଶୀ ବିଶ୍ବାମିତ୍ର ଜାଣିଥିଲେ, ସ୍ବୟଂ ଭଗବାନ ବିଷ୍ଣୁ ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ର ରୂପରେ ଜନ୍ମଗ୍ରହଣ କରିଛନ୍ତି। ମନୁଷ୍ୟ ରୂପରେ ମର୍ତ୍ତ୍ୟାବରଣ କରିଥିବା ଭଗବାନ ବିଷ୍ଣୁଙ୍କୁ ମାୟାବୀ ରାକ୍ଷସମାନଙ୍କ ସହିତ ଯୁଦ୍ଧ କରିବାକୁ ହେଲେ ସମସ୍ତ ମାୟାଭେଦ କୌଶଳ ଶିକ୍ଷା କରିବାକୁ ହେବ। ପର୍ଶୁରାମ ଏ ସମସ୍ତ ବିଦ୍ୟାର ଜ୍ଞାତା ହେଲେ ମଧ୍ୟ ସେ କ୍ଷତ୍ରିୟବିରୋଧୀ ହୋଇଥିବା ହେତୁ ରାମଙ୍କୁ ଶିକ୍ଷା ଦେବେ ନାହିଁ। ତେଣୁ ବିଶ୍ବାମିତ୍ର ନିଶ୍ଚିତ କରିଥିଲେ ଯେ ସେ ରାମଚନ୍ଦ୍ରଙ୍କୁ ସମସ୍ତ ଅସ୍ତ୍ରବିଦ୍ୟା ଶିକ୍ଷା ଦେବେ। … Read more

ପ୍ରେମାନନ୍ଦ ମହାରାଜଏମିତି କାହିଁକି କହିଲେ !

ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ । ଦେଶରେ ତାଙ୍କୁ କିଏ ବା ନଜାଣେ । ଘରେ ଘରେ ବେଶ ପରିଚିତ ମହାରାଜ ଜୀ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନୀ ଫେଲ ହେଲା ପରେ ବି ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରବଚନ ବି ଦେଉଛନ୍ତି । … Read more

ଭଲ ପ୍ରଦର୍ଶନ ସତ୍ତ୍ବେ ଧୋନିଙ୍କ ପାଇଁ ମୋତେ ଦଳରୁ ବିଦା କରାଯାଇଥିଲା: ଇରଫାନ୍ ପଠାନ୍

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ କ୍ରିକେଟ କ୍ୟାରିୟର ସହ ଜଡିତ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଇରଫାନ ପଠାନ କହିଛନ୍ତି ଯେ, ୨୦୦୯ ମସିହାରେ ତାଙ୍କୁ ଦଳରୁ ବାହାର କରିବାରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଠାନ କହିଛନ୍ତି ଯେ, ଶ୍ରୀଲଙ୍କା ସିରିଜରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ, ୨୦୦୯ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇ … Read more