“ବିଜେପିର ଗ୍ରାମ୍ୟ ପକ୍ଷାଘାତ: ୧୪ ମାସରେ ୩୦ଟି ବ୍ଲକ୍ରେ ଦବଦବା :
ବିଜେଡିରେ ଅନାସ୍ଥା ବଢ଼ିଲା” ଭୁବନେଶ୍ୱର: ଓଡ଼ିଶାର ଗ୍ରାମ୍ୟ ରାଜନୀତିରେ ବିଜେପି ଦିନକୁ ଦିନ ନିଜ ପଦଚିହ୍ନ ଗାଢ଼ କରୁଛି। ସରକାର ଗଠନର ୧୪ ମାସ ମଧ୍ୟରେ ବିଜେପି ପ୍ରାୟ ୩୦ଟି ବ୍ଲକ୍ରେ ଦବଦବା କରିଛି। ପଞ୍ଚାୟତ ଓ ବ୍ଲକ୍ରୁ ବିଜେଡି ପ୍ରତିନିଧିମାନେ ଗୋଟିଏ ପରେ ଗୋଟେ ବିଦାୟ ନେଇ ବିଜେପିକୁ ବାହୁଡା ଦେଉଛନ୍ତି। କେନ୍ଦ୍ରାପଡ଼ାରୁ କଳାହାଣ୍ଡି, ବଡଚଣାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମାନ ଟ୍ରେଣ୍ଡ ଦେଖାଯାଇଛି। ନିକଟରେ ଧର୍ମଗଡ଼ ବ୍ଲକ୍ର ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ ସହ ୨୪ ଜଣ … Read more