ରୋହିତ, ଶୁବମନ ଓ ବୁମରା ପାସ୍ କଲେ ବିସିସିଆଇ ଫିଟନେସ ଟେଷ୍ଟ ସମସ୍ତେ ଖେଳିବାକୁ ପ୍ରସ୍ତୁତ |

By -SUBhASMITA ସେପ୍ଟେମ୍ବର 1 2025 ଟିମ୍ ଇଣ୍ଡିଆ ପାଇଁ ବଡ଼ ଖୁସିର ଖବର। ଦିନିକିଆ ଅଧିନାୟକ ରୋହିତ ଶର୍ମା, ଉଦୀୟମାନ ବ୍ୟାଟସ୍ମାନ୍‌ ଶୁବମନ ଗିଲ ଓ ଦ୍ରୁତ ବୋଲର ଜସପ୍ରୀତ ବୁମରା ସହିତ ଅନ୍ୟାନ୍ୟ ଖେଳାଳିମାନେ ବିସିସିଆଇର ଫିଟନେସ ଟେଷ୍ଟ ପାସ୍ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସଲେନ୍ସରେ ଆୟୋଜିତ ଏହି ପରୀକ୍ଷାରେ ସମସ୍ତେ ଯୋ-ଯୋ ଟେଷ୍ଟରେ ସଫଳ ହୋଇଛନ୍ତି। ଅଗଷ୍ଟ ୩୦ ଓ ୩୧ରେ ହୋଇଥିବା ପରୀକ୍ଷାରେ ରୋହିତ ଶର୍ମା ସହଜରେ ପାସ୍ … Read more

ନିସାର ମିଶନରୁ ଖୁବଶୀଘ୍ର ପୃଥିବୀର ସବୁଠୁ ସ୍ପଷ୍ଟ ଚିତ୍ର, ନାସା-ଇସ୍ରୋର ଏତିହାସିକ ପଦକ୍ଷେପ :

By- SUBHASMITA ସେପ୍ଟେମ୍ବର 1 2025 ହାଇଦ୍ରାବାଦ, ୦୧ ସେପ୍ଟେମ୍ବର: ନାସା ଓ ଇସ୍ରୋର ସଂୟୁକ୍ତ ପ୍ରୟାସରେ ନିସାର (NASA-ISRO Synthetic Aperture Radar) ମିଶନ ସଫଳତାର ସହିତ ଆଗକୁ ବଢ଼ୁଛି । ବିଶ୍ବର ସର୍ବବୃହତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ନିସାରକୁ ଜୁଲାଇ 30 ରେ ଶ୍ରୀହରିକୋଟାରୁ ଉତ୍କ୍ଷେପଣ କରାଯାଇଥିଲା । ମିଶନ ଟିମ୍ ସୂଚନା ଦେଇଛନ୍ତି ଯେ ସାଟେଲାଇଟ୍‌ର ପ୍ରାରମ୍ଭିକ ସମସ୍ତ ପରୀକ୍ଷା ସଫଳ ହୋଇଛି ଏବଂ ଏହା ଖୁବଶୀଘ୍ର ପୃଥିବୀର ସବୁଠୁ ସ୍ପଷ୍ଟ ଓ … Read more

ଅକ୍ସିଜେନ ବିନା ଆମ୍ବୁଲାନ୍ସ:

ରାସ୍ତାରେ ମହିଳାଙ୍କ ମୃତ୍ୟୁ, ସୁସ୍ଥ୍ୟ ସେବା ପ୍ରତି ପ୍ରଶ୍ନଚିହ୍ନ” By -SUBHASMITA ସେପ୍ଟେମ୍ବର 1 2025 ଜଗତସିଂହପୁର: ରୋଗୀ ସେବା ପାଇଁ ଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ବିନା ଚାଲିଥିବାକୁ ନେଇ ଏକ ମହିଳାଙ୍କ ମୃତ୍ୟୁ ଘଟିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ହୋଇଛି । ୫୮ ବର୍ଷୀୟ କମଳା ପଣ୍ଡା ଛାତି ବେଥାରେ ଅସୁସ୍ଥ ହେବା ପରେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟ ସ୍ଥିତି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିଲା । … Read more

ରାଶିଫଳ :

By- SUBHASMITA ସେପ୍ଟେମ୍ବର. 1 2025 ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ … Read more

ଶିକ୍ଷାକୁ ନେଇ ବଡ଼ ବୈଠକ: ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

By -SUBHASMITA Aug 31 2025 ଭୁବନେଶ୍ୱର : ରାଜ୍ୟରେ ଶିକ୍ଷାର ଗୁଣଗତ ଉନ୍ନତି, ଉଚ୍ଚଶିକ୍ଷାର ବିକାଶ ଓ ବୈଷୟିକ ଶିକ୍ଷାକୁ ଆଗେଇ ନେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶେଷ ବୈଠକ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ହୋଇଥିବା ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଚାଲିଥିଲା । ଏଥିରେ ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ବୈଷୟିକ ଶିକ୍ଷାର ବିକାଶ ନୀତି ସହିତ, ସ୍ବାସ୍ଥ୍ୟ … Read more

“ମମତାଙ୍କୁ ପଛରେ ପକାଇଲେ ମୋହନ ମାଝୀ : ଦେଶର ଅଷ୍ଟମ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ!

By -SUBHASMITA Aug 31 2025 ଭୁବନେଶ୍ୱର: ମାତ୍ର ୧୪ ମାସରେ ଲୋକଙ୍କ ଆଶା-ଆକାଙ୍କ୍ଷା ପୂରଣ କରି, ପ୍ରଶାସନରେ ସୁସାସନ ଓ ବିକାଶର ନୂଆ ମାନଦଣ୍ଡ ସୃଷ୍ଟି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାତୀୟସ୍ତରରେ ପରିଚିତ ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ପ୍ରକାଶିତ ‘ମୁଡ୍ ଅଫ ଦ ନେସନ’ ସର୍ଭେରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ସେ ୮ମ ସ୍ଥାନରେ ଅଛନ୍ତି । ବିଶେଷ କଥା, ଏହି ତାଲିକାରେ ସେ ପଶ୍ଚିମବଙ୍ଗର ଅଭିଜ୍ଞ ମୁଖ୍ୟମନ୍ତ୍ରୀ ମମତା … Read more

ଜାପାନ ପରେ ଚୀନ୍:

ଏସ୍‌ସିଓ ସମ୍ମିଳନୀ ପାଇଁ ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ By-SUBHASMITA Aug 30 2025 ନୂଆଦିଲ୍ଲୀ: ଜାପାନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଚୀନ ଗଲେ। ସେଠାରେ ସେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ହେଉଛି ତାଙ୍କର ପ୍ରଥମ ଚୀନ୍ ଗସ୍ତ। ଖବର ଅନୁଯାୟୀ, ମୋଦୀଙ୍କ ଏହି ଯାତ୍ରା ସମୟରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ … Read more

ଆଜି ନିର୍ବାଚନ ହେଲେ NDA ପାଇବ 324 ସିଟ୍‌ BJP 260ରେ :

‘ମୁଡ୍‌ ଅଫ୍ ଦି ନେସନ୍‌’ ସର୍ଭେ” By -SUBHASMITA 30 Aug 2025 ନୂଆଦିଲ୍ଲୀ, ୨୯ ଅଗଷ୍ଟ : ଦେଶରେ ଯଦି ଆଜି ସାଧାରଣ ନିର୍ବାଚନ ହୁଏ, ତେବେ ଏନ୍‌ଡିଏ ୩୨୪ ଆସନ ଜିତି ସ୍ପଷ୍ଟ ଅଗ୍ରଗତି କରିବ ବୋଲି ‘ମୁଡ୍‌ ଅଫ୍ ଦି ନେସନ୍‌’ ସର୍ଭେରେ ଖୋଲାସା ହୋଇଛି । ସର୍ଭେ ଅନୁସାରେ, BJP ୨୬୦ଟି ସିଟ୍‌ରେ ଜିତିବାର ଅନୁମାନ ରହିଛି, ଯାହା ୨୦୨୪ ରେ ପାଇଥିବା ୨୪୦ରୁ ୨୦ଟି ଅଧିକ । କିନ୍ତୁ, BJP … Read more

ରାଶିଫଳ :

By -SUBHASMITA 30 Aug 2025 ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। କୌଣସି ପ୍ରକାରରେ ନିଜର କାମ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୃଷ: ଆପଣଙ୍କର ସାହସ ଓ ଭାବିବାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। କୌଣସି କାମରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ମିଥୁନ: ପୂଜାପାଠରେ ସମୟ ବିତିବ। କୌଣସି ଭଲ ଖବର ପାଇବେ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି … Read more

ଭୁବନେଶ୍ୱରକୁ ନିଶାମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ :

ସ୍ୱତନ୍ତ୍ର ଧରପକଡ଼ ଅଭିଯାନ ଆରମ୍ଭ” By -SUBHASMITA 30 Aug 2025 ଭୁବନେଶ୍ୱର : ରାଜଧାନୀକୁ ନିଶାମୁକ୍ତ କରିବାକୁ ସରକାର ବଡ଼ ପଦକ୍ଷେପ ନେଇଛି । ସହରରେ ଡ୍ରଗ୍ସ ଓ ବିଭିନ୍ନ ପ୍ରକାରର ମାଦକଦ୍ରବ୍ୟର ସେବନ, ବିକ୍ରି ଓ ଚୋରାଚାଲାଣ ଦ୍ରୁତଗତିରେ ବଢ଼ିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଧରପକଡ଼ ଅଭିଯାନ ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି । ଗତକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା … Read more