ସହିଦନଗର ଦୁର୍ଗାପୂଜାରେ ଚାନ୍ଦିମେଢ଼ ଓ ସ୍ବର୍ଣ୍ଣାଳଙ୍କାରର ରଜତ ରୂପ, ୪୮ତମ ବର୍ଷରେ ବିଶେଷ ଆକର୍ଷଣ
By -SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ବର : ରାଜଧାନୀର ପ୍ରସିଦ୍ଧ ‘ସହିଦନଗର ଦୁର୍ଗାପୂଜା’ ଏବେ ୪୮ତମ ବର୍ଷରେ ପଦାର୍ପଣ କରୁଛି। ସବୁବେଳେ ଅନ୍ୟଠାରୁ ଭିନ୍ନ ଓ ଆକର୍ଷଣୀୟ ପ୍ରସ୍ତୁତି ପାଇଁ ପରିଚିତ ଏହି ପୂଜାମଣ୍ଡପ ଏଥର କୌଣସି ପ୍ରାଚୀନ ଐତିହ୍ୟର ନକଲ କରିବା ପାଇଁ ନୁହେଁ, ବରଂ ସୃଜନଶୀଳ କାଳ୍ପନିକ ଡିଜାଇନ୍ରେ ଗଢ଼ି ଉଠିବ। ୮୫ ଫୁଟ୍ ଉଚ୍ଚ ଓ ୧୩୦ ଫୁଟ୍ ଚଉଡ଼ା ତୋରଣରେ ୫୦ ଜଣ ବଙ୍ଗୀୟ କାରିଗର ନିଜ କୌଶଳ ଦେଉଛନ୍ତି। … Read more