ଭାରତୀୟଙ୍କୁ ଲାଗିଲା ବଡ଼ ଝଟକା

By- SUBHASMITA ସେପ୍ଟେମ୍ବର 8 2025 ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ ଲାଗୁ କରିବା ପରେ, ଆମେରିକା ଅଣ-ପ୍ରବାସୀ ଭିସା (NIV) ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏହି ନୂତନ ନିୟମ ଅନୁସାରେ, ସମସ୍ତ ଆବେଦନକାରୀଙ୍କୁ ଏବେ ସେମାନଙ୍କର ନାଗରିକତା ଦେଶ କିମ୍ବା ବୈଧ ବାସସ୍ଥାନରେ ହିଁ ଭିସା ସାକ୍ଷାତକାର ଦେବାକୁ ପଡିବ। ଏହାର ଅର୍ଥ, ଭାରତୀୟ ଆବେଦନକାରୀମାନେ ଆଉ ଥାଇଲ୍ୟାଣ୍ଡ, ସିଙ୍ଗାପୁର କିମ୍ବା ଜର୍ମାନୀ ଭଳି ଦେଶକୁ ଯାଇ B-1 (ବ୍ୟବସାୟ) କିମ୍ବା B-2 (ପର୍ଯ୍ୟଟନ) … Read more

ମାନବିକତା ହୀନ କାଣ୍ଡ: ୫ ଟଙ୍କା ଭଡା ପାଇଁ ଦୁଇ ନାବାଳକଙ୍କୁ ୨୫ କି.ମି. ବୁଲାଇଲା ବସ କଣ୍ଡକ୍ଟର

By -SUBHASMITA ସେପ୍ଟେମ୍ବର 8 2025 ମୟୂରଭଞ୍ଜ: ମାନବିକତାକୁ ଲଜ୍ଜାଇଦେଇଥିବା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ। କେବଳ ୫ ଟଙ୍କା ଭଡା ପାଇଁ ଲକ୍ଷ୍ମୀ ବସର କଣ୍ଡକ୍ଟର ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ପର୍ଯ୍ୟନ୍ତ ବସରେ ଘୁରାଇ ନେଲେ। ବୈଶିଙ୍ଗାର ସରୋଜ ପୁଥାଳଙ୍କ ପୁଅ ପୀୟୁଷ ଓ ନଡ଼ପୁରର ବ୍ରଜମୋହନ ବେହେରାଙ୍କ ପୁଅ ରୋହିତ, ବୈଶିଙ୍ଗାକୁ ଆସିବା ପାଇଁ ନଡ଼ପୁର ଛକରୁ ବସରେ ଚଢ଼ିଥିଲେ। ସେମାନେ କଣ୍ଡକ୍ଟରକୁ କହିଥିଲେ ଯେ, … Read more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଣଛାତ୍ରଙ୍କୁ ବିଦା କରିବାକୁ ବ୍ୟାପକ ପୁଲିସ୍ ଅଭିଯାନ, ୩ ପ୍ଲାଟୁନ୍ ଫୋର୍ସ ମୁତୟନ

By -SUBHASMITA ସେପ୍ଟେମ୍ବର 8 2025 ଭୁବନେଶ୍ୱର: ବାଣୀବିହାରରେ ଅଣଛାତ୍ର ଉପସ୍ଥିତିକୁ ସମୂଳେ ଶେଷ କରିବା ପାଇଁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବିଶାଳ ପୁଲିସ୍ ଅଭିଯାନ ଆରମ୍ଭ ହୋଇଛି। ପୁଲିସ୍ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଂଯୁକ୍ତ ଭାବରେ ଛାତ୍ରାବାସରେ ତଲାଶି ଚାଲିଛି। ସକାଳ ୧୦.୩୦ରୁ ୧, ୨, ୩ ଓ ୫ ନଂ ହଷ୍ଟେଲରେ ପୁଲିସ୍ ଚଢ଼ଉ କରି, ବିଭିନ୍ନ କୋଠାର ତାଲା ଭାଙ୍ଗି ତଲାଶି ନେଉଛନ୍ତି। ଏହି ସମଗ୍ର କାର୍ଯ୍ୟରେ ୩ ପ୍ଲାଟୁନ୍ ପୁଲିସ୍ … Read more

ରାଶିଫଳ

By -SUBHASMITA ସେପ୍ଟେମ୍ବର 8 2025 ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ … Read more

୨୭ ବର୍ଷରେ ଇତିହାସ:

ଇଂଲଣ୍ଡରେ ଦିନିକିଆ ସିରିଜ୍‌ ଜିତିଲା ଦକ୍ଷିଣ ଆଫ୍ରିକା BY -SUBHASMITA september 6 2025 ଲର୍ଡସ୍‌: ୨୭ ବର୍ଷର ପ୍ରତୀକ୍ଷାରେ ସଫଳତା ପାଇଲା ଦକ୍ଷିଣ ଆଫ୍ରିକା । ଲର୍ଡସ୍‌ରେ ହୋଇଥିବା ଦ୍ୱିତୀୟ ଦିନିକିଆରେ ୫ ରନ୍‌ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ସିରିଜ୍‌ରେ ୨-୦ରେ ଅପରାଜେୟ ଲିଡ୍‌ ନେଲା । ଏହା ୧୯୯୮ ପରେ ପ୍ରଥମଥର ପାଇଁ ଇଂଲଣ୍ଡ ମାଟିରେ ଦକ୍ଷିଣ ଆଫ୍ରିକାଙ୍କ ଏକଦିନିଆ ସିରିଜ୍‌ ବିଜୟ । ଦକ୍ଷିଣ ଆଫ୍ରିକାର ଇନିଂସ୍‌: ପ୍ରଥମେ ବ୍ୟାଟିଂ … Read more

କାଠଯୋଡ଼ି ପଠାରେ ଜଳବନ୍ଧୀ ଗୋରୁ,

ବନ୍ୟାଭୟରେ ଚାଷୀମାନେ ଚିନ୍ତାଗ୍ରସ୍ତ By -SUBHASMITA ସେପ୍ଟେମ୍ବର 6 2025 କଟକ: କାଠଯୋଡ଼ି ପଠାରେ ହଠାତ୍ ନଦୀର ଜଳସ୍ତର ବଢ଼ିଯାଇଥିବାରୁ ୨୦ରୁ ଅଧିକ ଗୋରୁ ଜଳବନ୍ଧୀ ହୋଇପଡ଼ିଛି । କଟକ ତ୍ରିଶୁଳିଆ ବ୍ରିଜ୍‌ ନିକଟ କାଜିପାଟଣା ଅଞ୍ଚଳରେ ଚାଷୀମାନେ ଗୋରୁ ଚରିବାକୁ ନେଇଥିବା ବେଳେ ପାଣି ହଠାତ୍ ବଢ଼ିଯାଇଥିଲା । ଏହା ପରେ ପଲଟିଆ ପାଣିରେ ଚାରିଦିଗରୁ ଘିରି ଫସିଗଲେ ଗୋରୁମାନେ । ସ୍ଥାନୀୟମାନେ କହିଛନ୍ତି, ହୀରାକୁଦ ବନ୍ଧରୁ ଗେଟ୍ ଖୋଲାରୁ କାଠଯୋଡ଼ିର ଜଳସ୍ତର ଆହୁରି ବଢିବା … Read more

ଟ୍ରମ୍ପଙ୍କ ବୟାନ :

ଟାରିଫ ସତ୍ତ୍ବେ ମୋଦିଙ୍କ ସହ ଭଲ ସମ୍ପର୍କ ଜାରି ରହିବ! By -SUBHASMITA ସେପ୍ଟେମ୍ବର 6 2025 ଭାରତ ଓ ଆମେରିକା ମଧ୍ୟରେ ଟାରିଫ ନେଇ ଯଦିଓ ଉତ୍ତେଜନା ଚାଲିଛି, ତଥାପି ମୋଦିଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ଟ୍ରମ୍ପ । ଓଭାଲ ଅଫିସରେ ସେ କହିଛନ୍ତି, “ମୋଦି ଭଲ ବନ୍ଧୁ, ତାଙ୍କ ସହ ସମ୍ପର୍କ ସଦା ସ୍ୱତନ୍ତ୍ର ଓ ମଜବୁତ ରହିବ” । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ମୋଦିଙ୍କୁ ସେ ବହୁତ … Read more

ରାଶିଫଳ : କେମିତି କଟିବ ଆଜିର ଦିନ

by – SUBHASMITA september 6 2025 ମେଷ :ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ବୃଷ : ଆକସ୍ମିକ … Read more

ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର :

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କଲେ ମନୋନୀତ ଶିକ୍ଷକମାନେ | By -SUBHASMITA ସେପ୍ଟେମ୍ବର 5 2025 ନୂଆଦିଲ୍ଲୀ: ଗୁରୁ ଦିବସରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ । ଏହିଥର ଓଡ଼ିଶାରୁ ଦୁଇଜଣ ଶିକ୍ଷକ — ମାଲକାନଗିରିର ବସନ୍ତ କୁମାର ରାଣା ଓ କୋରାପୁଟର ପିଏମ୍‌ ଶ୍ରୀ କେନ୍ଦ୍ରୀୟ … Read more

ଦିଲ୍ଲୀ ଗସ୍ତରେ ସକ୍ରିୟ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟି ‘ଓଡ଼ିଶା ଭିଜନ 2036’ ପ୍ରଦାନ, କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରକଳ୍ପମୂଳକ ଆଲୋଚନା :

By -SUBHASMITA ସେପ୍ଟେମ୍ବର 5 2025 ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସୌଜନ୍ୟ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ‘ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-2036’ ପୁସ୍ତିକା ପ୍ରଦାନ କରିଛନ୍ତି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ, ସେମିକଣ୍ଡକ୍ଟର ଶିଳ୍ପ ସୃଷ୍ଟି ଓ ଆଇଟି କ୍ଷେତ୍ରର … Read more