ଯାତ୍ରୀଙ୍କ ପାଇଁ ଝଟକା: ଅକ୍ଟୋବରରୁ ବନ୍ଦ ହେବ ଭୁବନେଶ୍ୱର-ଦୁବାଇ ବିମାନ ସେବା!

Talk Always Truth

Name – SUBHASMITA Aug 19 2025
ଭୁବନେଶ୍ୱର: ଦୁବାଇ ଯାତ୍ରୀଙ୍କ ପାଇଁ ଖରାପ ଖବର । ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱର-ଦୁବାଇ ସିଧାସଳଖ ବିମାନ ସେବାକୁ ବନ୍ଦ କରିବାକୁ ଯୋଜନା ହୋଇଛି । ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୨୪ରୁ ଏହି ସେବା ବନ୍ଦ ହେବ
ଇଣ୍ଡିଗୋ ଏହି ରୁଟରେ ସପ୍ତାହକୁ ୩ଥର ସେବା ଦେଇଆସୁଥିଲା । କିନ୍ତୁ ‘ଏରୋରୁଟ୍‌ସ’ର ସଂଶୋଧିତ ଫ୍ଲାଇଟ୍ ସ୍କେଜୁଲରେ ଏହି ରୁଟ୍‌ର ନାମ ନଥିବାରୁ, ସେବା ବନ୍ଦ ହେବା ନିଶ୍ଚିତ ବୋଲି ଅନୁମାନ ।
ଯାତ୍ରୀମାନେ ଏବେ ଆବୁଧାବି ଭାୟା ଦେଇ ଦୁବାଇ ଯାଇପାରିବେ ।
ଭୁବନେଶ୍ୱରରୁ ଅନ୍ୟ ସହର (ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଇତ୍ୟାଦି) କୁ ଯାଇ, ସେଠାରୁ ସିଧାସଳଖ ବିମାନ ସେବା ନେଇପାରିବେ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page