
1949 ମସିହାରେ ଦିଲ୍ଲୀଠାରେ ନୂଆ କରି ସ୍ଥାପିତ ହୁଏ ABVP ବା (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ )
ଭାରତକୁ ବିଶ୍ଵଗୁରୁ କରିବାପାଇଁ ଫୁଣିଥରେ ଭାରତର ଗୌରବକୁ ଫେରାଇଆଣିବା ପାଇଁ ଦୀର୍ଘ 77ବର୍ଷ ହେବ ବିଦ୍ୟାର୍ଥ ପରିଷଦର ନିସ୍ଵାର୍ଥପର କାଯ୍ୟକର୍ତ୍ତା ମାନେ ନିଜ ବିଳାସ ଭରା ଜୀବନକୁ ତ୍ୟାଗ କରି ଏ ସ୍ୱାର୍ଥପର ସମାଜକୁ ନିସ୍ଵାର୍ଥପର କରି ରାଷ୍ଟ୍ରପ୍ରତି ନିଜକୁ ବଳିଦାନ କରିବାପାଇଁ ଅହରହ ଚେଷ୍ଟା ସାଧନା କରିଆସୁଛନ୍ତି !

ଆଜି ବି ମନେପଡନ୍ତି କେରଳ ପଶ୍ଚିମବଙ୍ଗର ସେଇ କାଯ୍ୟକର୍ତ୍ତା ମାନେ ଯେଉଁମାନେ ଏ ସଂଘଷରେ ନିଜ ପ୍ରାଣବଳି ଦେବାକୁ ପଛେଇନାହାନ୍ତି ! ଦେଶର ଭଲ, ଖରାପ ହସ ଖୁସି ସବୁ ପରିସ୍ଥିତିରେ ବିଦ୍ୟାର୍ଥୀପରିଷଦ ର କାଯ୍ୟକର୍ତ୍ତା ନିଜକୁ ସାମିଲ କରିବାରେ ଟିକେ ବି ହେଳା ନକରି ସବୁ ସମୟରେ ପ୍ରସ୍ତୁତ ରହିଥାନ୍ତି ! ବିଦ୍ୟାର୍ଥୀପରିଷଦ କାଯ୍ୟକର୍ତ୍ତାଙ୍କ ପାଇଁ ଦେଶ ପ୍ରଥମ ,କାଯ୍ୟକର୍ତ୍ତା ଯଦି କାହାର ଜୟ ଜୟ ଗାନ କରୁଥାନ୍ତି ସେ ହେଉଛି ଭାରତ ମାତାର ! ସେମାନେ ଯଦି କେଉଁ ପତକା ପାଇଁ କାମ କରୁଛନ୍ତି ସେ ହେଉଛି ଆମ ଜାତୀୟ ପତକା ! ଗୋଟେ ମହାନ ଉଦ୍ଦେଶ୍ୟ ଗୋଟେ ମହାନ ବିଚାରଧାରା କୁ ନେଇ ର ବିଦ୍ୟାର୍ଥୀପରିଷଦ ର ସଂଘର୍ଷ ମୟ ଛାତ୍ର ଆନ୍ଦୋଳନ କୁ ଆଜି 77 ବର୍ଷ ପୁରିଛି !
ସେଥିପାଇଁ ଆମ social talk news ତରଫରୁ ABVP ର ସମସ୍ତ କାଯ୍ୟକର୍ତ୍ତା, ରାଷ୍ଟ୍ରପ୍ରେମୀ ଙ୍କ ସହିତ ସମସ୍ତ ସାଥୀବର୍ଗ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା !