About Us
ଜୟ ଜଗନ୍ନାଥ
ଜନସାଧାରଣଙ୍କ ଦୁଃଖ ସମସ୍ୟା ସରକାରଙ୍କ ପାଖକୁ ପହଞ୍ଚାଇବା ଏବଂ ହିନ୍ଦୁତ୍ବ ବିଚାରଧାରାର ପ୍ରଚାର ପ୍ରସାର ପାଇଁ SOCIALTALK ପେଜ୍ ଆରମ୍ଭ କରିଥିଲି । ଢେର୍ ମାତ୍ରାରେ ଆପଣମାନଙ୍କ ଭଲପାଇବା ଓ ସହଯୋଗ ପାଇଛି । ସେହି ସାହସରେ ମୁଁ ଏବେ ମୋ ପାଦ ଆଉ ଟିକେ ଆଗକୁ ବଢ଼ାଉଛି । SOCIALTALK NEWS ମାଧ୍ୟମରେ ମୁଁ ଓ ମୋ ଟିମ୍ ଆପଣ ମାନଙ୍କ ସହ ମୋ ରାଷ୍ଟ୍ରର ସେବା କରିବାକୁ ଚାହୁଁଛୁ । ସେଥିପାଇଁ ଆପଣଙ୍କ ଆଶୀର୍ବାଦ ନିତାନ୍ତ କାମ୍ୟ । ଭଲ ପାଇବା ଦେଇ ଆମକୁ ଆଗକୁ ବଢ଼ିବାରେ ସହଯୋଗ କରନ୍ତୁ ।