କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍, ଦେଖନ୍ତୁ ଆଜିର ନୂଆ ରେଟ୍ :

Talk Always Truth

By-SUBHASMITA ସେପ୍ଟେମ୍ବର 4 2025
ଭୁବନେଶ୍ୱର, ସେପ୍ଟେମ୍ବର ୪:
ଦେଶର ବିଭିନ୍ନ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆଜି କିଛି ପରିବର୍ତ୍ତନ ଦେଖାଦେଇଛି। କେତେକ ସହରରେ ଦର କମିଥିବାବେଳେ, କେତେକ ସହରରେ ମୂଲ୍ୟ ଅପରିବର୍ତ୍ତିତ ରହିଛି।
ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ପ୍ରତି ଲିଟର ୧୦୦.୯୮ ଟଙ୍କା ଓ ଡିଜେଲ୍ ୯୨.୫୬ ଟଙ୍କା ରେ ବିକ୍ରି ହେଉଛି।
ଦିଲ୍ଲୀ: ପେଟ୍ରୋଲ୍ ୯୪.୭୭, ଡିଜେଲ୍ ୮.୬୭ ଟଙ୍କା।
ମୁମ୍ବାଇ: ପେଟ୍ରୋଲ୍ ୧୦୩.୫୦, ଡିଜେଲ୍ ୯୦.୦୩ ଟଙ୍କା।
କୋଲକାତା: ପେଟ୍ରୋଲ୍ ୧୦୫.୪୧, ଡିଜେଲ୍ ୯୨.୦୨ ଟଙ୍କା।
ଚେନ୍ନାଇ: ପେଟ୍ରୋଲ୍ ୧୦୦.୮୦, ଡିଜେଲ୍ ୯୨.୩୯ ଟଙ୍କା।
ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ ଦାମରେ ସଂଶୋଧନ ହୁଏ। ଏଥିରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଡିବା ପରେ ଗ୍ରାହକଙ୍କ ପାଖକୁ ଦର ପହଞ୍ଚେ। ସେହିପରି, ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟରୁ ମଧ୍ୟ ଦେଶୀୟ ଦର ପ୍ରଭାବିତ ହୁଏ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page