ଧରାପଡ଼ିଲେ ଆନ୍ତରାଜ୍ୟ ଲୁଟେରା :

Talk Always Truth

ଭୁବନେଶ୍ୱର: ଆନ୍ତରାଜ୍ୟ ଲୁଟେରା ଗିରଫ। ଭୁବନେଶ୍ୱରରୁ ଲୁଟ୍ କରି ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଆନ୍ତରାଜ୍ୟ ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି ପୁଲିସ।
ଗତ ଜୁଲାଇ ୨୧ରେ ଦିନ ୧୦. ୩୦ ରୁ ସାଢ଼େ ଭିତରେ ୨୩୦ ଗ୍ରାମ ଗୋଲ ଲୁଟି ନେଇଥିଲେ ଅଭିଯୁକ୍ତ I ପାଖାପାଖି ଅଞ୍ଚଳରୁ ଡିଜିଟାଲ ଏଭିଡେନ୍ସ ପାଇଥିଲା I ଯେଉଁଥିରେ ଅଭିଯୁକ୍ତର ଗତିବିଧି ଉପରେ ନଜର ରଖାଯାଇଥିଲା I ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ୱେଷ୍ଟ ବେଙ୍ଗଲ, ଅଞ୍ଚଳରେ ଏହି ଗ୍ୟାଙ୍ଗ ଅପରେଟ କରେ I ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I ସମସ୍ତ ସୁନା ଗହଣାକୁ ନେଇ ଦୁହେଁ ବିକ୍ରି କରି ଟଙ୍କା ଆଣିଥିଲେ I ମୋଟ ୧୮ ଲକ୍ଷ ଟଙ୍କା ଜବତ କରଯାଇଛି I ଏନେଇ ପୁଲିସ କମିସନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୧ରେ ଦିନ ୧୦. ୩୦ ରୁ ସାଢ଼େ ଭିତରେ ୨୩୦ ଗ୍ରାମ ଗୋଲ ଲୁଟି ନେଇଥିଲେ ଅଭିଯୁକ୍ତ I ପାଖାପାଖି ଅଞ୍ଚଳରୁ ଡିଜିଟାଲ ଏଭିଡେନ୍ସ ପାଇଥିଲା I ଯେଉଁଥିରେ ଅଭିଯୁକ୍ତର ଗତିବିଧି ଉପରେ ନଜର ରଖାଯାଇଥିଲା I ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ୱେଷ୍ଟ ବେଙ୍ଗଲ, ଅଞ୍ଚଳରେ ଏହି ଗ୍ୟାଙ୍ଗ ଅପରେଟ କରେ I ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I ସମସ୍ତ ସୁନା ଗହଣାକୁ ନେଇ ଦୁହେଁ ବିକ୍ରି କରି ଟଙ୍କା ଆଣିଥିଲେ I ମୋଟ ୧୮ ଲକ୍ଷ ଟଙ୍କା ଜବତ କରଯାଇଛି I ଏନେଇ ପୁଲିସ କମିସନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page