socialtalknews

ଫୁଣି ହେବ କି ଲଢେଇ :

ଫୁଣି ହେବ କି ଲଢେଇ :

ଫୁଣି ହେବ କି ଲଢେଇ :

ବିଶ୍ବର ୨ ମହାଶକ୍ତି ଆମେରିକା ଓ ଋଷ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଦଭେଦେବଙ୍କ ଧମକ ପରେ ଏବେ ଆକ୍ସନ୍‌ ମୋଡ୍‌କୁ ଆସିଛି ଟ୍ରମ୍ପ ପ୍ରଶାସନ। ରୁଷ ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ ଆମେରିକା ଶକ୍ତିଶାଳୀ ପରମାଣୁ ସମ୍ପନ୍ନ ଦୁଇଟି ବୁଡ଼ାଜାହାଜ ମୁତୟନ କରିଥିବା ଜଣାପଡ଼ିଛି ।
ଟ୍ରମ୍ପ ପ୍ରଶାସନ ବିଭିନଦ୍ନ ରାଷ୍୍ୟ ଉପରେ ଟାରିଫ୍ ଲଗାଇବା ପରେ ସ୍ଥିତି ଜଟିଳ ହେବା ପରି ମନେ ହେଉଛି । ଆମେରିକା ବିରୋଧରେ ଋଷର ପୂର୍ବତନ ରାଷ୍ଟ୍ର ମୁଖ୍ୟଙ୍କ ଏକ ବୟାନ ପରେ ଆମେରିକା ଗମ୍ଭୀର ମନୋଭାବ ପ୍ରକାଶ କରିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ ଦୁଇଟି ପରମାଣୁ ବୁଡାଜାହାଜ ଉପଯୁକ୍ତ ଅଞ୍ଚଳରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିବା କଥା କହିଛନ୍ତି । ଋଷ ନେତାଙ୍କ ମୁର୍ଖତାପୂର୍ଣ୍ଣ ଏବଂ ଉତ୍ତେଜନାପୂର୍ଣ୍ଣ ବୟାନ ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି । ‘ରୁଷିଆ ଇନ୍ ଗ୍ଲୋବାଲ୍ ଆଫେୟାର୍ସ’ ପତ୍ରିକାର ସମ୍ପାଦକ ଫୟ |

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More