ଅଙ୍ଗଦାନ କରି ମହାନ ହୋଇଗଲେ ସୌମ୍ୟ କିମ୍ସରେ ଓଡ଼ିଶାର ପ୍ରଥମ ସଫଳ ବହୁଅଙ୍ଗ ପ୍ରତିରୋପଣ ସଫଳ ହେଇଛି !
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ)ରେ ପ୍ରଥମଥର ପାଇଁ ବହୁଅଙ୍ଗ ପ୍ରତିରୋପଣ ସଫଳତାର ସହ କରାଯାଇଛି। ନୟାଗଡ଼ର ୩୭ ବର୍ଷ ବୟସ୍କ ସୌମ୍ୟ ରଞ୍ଜନ ବେହେରାଙ୍କ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା।