କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାବେଶ ନଥିଲା କଂଗ୍ରେସ ବଂଞ୍ଚାଓ ସମାବେଶ ଥିଲା !
ଭୁବନେଶ୍ୱର ର ବରମୁଣ୍ଡା ଠାରେ ଆଜି କଂଗ୍ରେସ ବିରାଟ ସମାବେଶ କରିଥିଲା ! ହଜାର ହଜାର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ! କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାଧାନ ବଞ୍ଚାଓ ସମିବେଶ ନଥିଲା ସେ ଥିଲା କଂଗ୍ରେସ ବଞ୍ଚାଓ ! କଂଗ୍ରେସ ସମ୍ବିଧାନ ବଞ୍ଚାଓ ସମିବେଶରେ ବିରେଧୀ ଦଳ ନେତା ରାହୁଲ ଗାନ୍ଦି ସମ୍ବେଦନ କରୁଥିଲେ ! ଓଡିଶାର କଂଗ୍ରେସ କର୍ମକର୍ତ୍ତାକୁ ବବର୍ ସେର କହିଲେ ରାହୁଲ ! ଓଡିଶାର ଜଳ, ଜମି, ଜଙ୍ଗଲ , ଆଦିବାସୀଙ୍କ ସମ୍ପତି ! ତାଙ୍କ ଜମିକୁ ଜବର ଦଖଲ କରାଯାଇଛି ! ଓଡିଶା ଦଳ ସାଧାରଣଙ୍କ ବିକାଶ ହେବା ଦରକାର ! ବିକାଶ କେବଳ କିଛି ପୁଞ୍ଜିପତିଙ୍କ ହେବା ଠିକ ନୁହେଁ ବୋଲି କହିଛନ୍ତି ରାହୁଲ !
ରାଜ୍ୟରେ ବିଜେପି ସରକାର ଆସିଲାପରେ ଏହା ରାହୁଲଙ୍କ ପ୍ରଥମ ଓଡିଶା ଗ୍ରସ୍ତ ! ସଭା ସରିବା ପରେ ଚାଷୀଙ୍କର ଦୁଇଟି ପ୍ରତିନିଦଧି ଦଳକୁ ସାକ୍ଷାତ କରିଛନ୍ତି ! ତାପରେ କଂଗ୍ରେସ ଭବନ ରେ ରାଜନୈତିକ ବ୍ୟାପର କମିଟି ସହ ବୌଠିକ କରିଛନ୍ତି !ଶେଷରେ ବିଧାୟକ ଓ ପିସିସି କାଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି !
ରାହୁଲ ଗାନ୍ଧୀ ଙ୍କ ଓଡିଶା ଗସ୍ତ କୁ ନେଇ ସମାଲୋଚନା କଲେ ଝାରୁସଗୁଡା ର ବିଧାୟକ ଟଙ୍କଧର ତ୍ରିପାଠୀ ! ଏବଂ କହିଲେ ରାହୁଲଙ୍କୁ ଓଡିଶା ର ଯୁବପିଢ଼ି ଗ୍ରହଣ କରୁନାହାନ୍ତି ! ତେଣୁ ତାଙ୍କ ଗସ୍ତର କିଛି ପ୍ରଭାବ ପଡିବନାହିଁ ! ସେ ଜଣେ ରାଜନୀତିରେ ଟାଇମ ପାସ କରୁଥିବା ନେତା ! କଂଗ୍ରେସ ଆଜି ସମ୍ବିଧାନ ଓ ନାରୀ ସୁରକ୍ଷାର ନାରା ଦେଉଛି ହେଲେ ସମ୍ବିଧାନ କୁ ବେଖାତିର ଓ ଅସମ୍ମାନ ଦଳ କେବଳ କଂଗ୍ରେସ ! ଏହା ବ୍ୟତୀତ୍ୱ କଂଗ୍ରେସ ନେତାମାନେ ମହିଳା ଓ ସାଧାରଣ ଜନତାଙ୍କ ପ୍ରତି ଦୁର୍ବବ୍ୟବହାର ଆଉ କାହାକୁ ଅଛପା ନାହିଁ ! ତେଣୁ ଓଡିଶାବାସି ମଧ୍ୟ କଂଗ୍ରେସ ମୁକ୍ତ ଭାରତରେ ସାମିଲ ହେଇଛନ୍ତି ବୋଲି କହିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ !
ପ୍ରତି ନିର୍ବାଚନରେ କଂଗ୍ରେସର ର ଭୋଟହାର କମୁଛି ! ଗତ 3ଥର ସାଧାରଣ ନିର୍ବାଚନରେ ରେ ଛୁଇଁନି ସଂସଦ ସଂଖ୍ୟ 3 ଅଙ୍କ ମଧ୍ୟ ଛୁଇଁନି !ଏମରଜେନ୍ସି ଲଗାଇଥିଲା କଂଗ୍ରେସ !ସମ୍ବିଧାନ ଦଳମଚିକି ଯାଇଥିଲା !କଂଗ୍ରେସ ସମ୍ବିଧାନ ମୁଖ୍ୟବନ୍ଧ ମଧ୍ୟ ବନ୍ଦ ହେଇଯାଇଥିଲା !କଂଗ୍ରେସ ଦଳ ସବୁବେଳେ ସମ୍ବିଧାନର ଅପବ୍ୟବହାର କରୁଛି ! 356 ର ଉଦାହରଣ ଦେଲା ବିଜେପି!
କଂଗ୍ରେସର ଲୋକପ୍ରିୟତା ଓ ନିଜର ସତ୍ତା ଧୀରେ ଧୀରେ ହରାଉଛି ! ଅସ୍ତଗାମୀ ଦଳ ନିଜର ଅସ୍ତିତ୍ୱ ବଞ୍ଚାଇବା ଏହା ଏକ ପ୍ରୟାସ ବୋଲି କହଛି ବିଜେପି ! କଂଗ୍ରେସ ଆଜି ଓଡିଶାର ସାଧାରଣ ଲୋକଙ୍କଠାରୁ ଦୁରେଇ ଯାଉଛି ! ଲୋକସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା 3ଅଙ୍କ ମଧ୍ୟ ଛୁଇନି! ଦିନକୁ ଦିନ କଂଗ୍ରେସ ଦଳ talaku ତଳକୁ ଯାଉଛି ! କଂଗ୍ରେସ ଦଳ ପରିବାରବାଦ ଉପରେ ପଯ୍ୟବେଷିତ! ବିଗତ ସମୟରେ ବାପା ଝିଅ ମା ପୁଅ ସ୍ୱାମୀ ସ୍ତ୍ରୀଙ୍କ ଦଳ ଥିଲା କଂଗ୍ରେସ! ଏବେ ମା ପୁଅ ଝିଅ ଜ୍ୱାଇଁରେ କଂଗ୍ରେସ ଦଳ ଚାଲିଛି ବୋଲି କହୁଛି ବିଜେପି !

ଗାଧୋଇବା ବେଳେ ଅଘଟଣ :
ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ