socialtalknews

ଆଜି ମଧ୍ୟାହ୍ନରେ ପହଁଞ୍ଚିବେ ନବୀନ ….

ଆଜି ମଧ୍ୟାହ୍ନରେ ପହଁଞ୍ଚିବେ ନବୀନ ….

ଆଜି ମଧ୍ୟାହ୍ନରେ ପହଁଞ୍ଚିବେ ନବୀନ ….

BBSR – ସୁସ୍ଥ ହେବା ପରେ ଘରକୁ ଆସୁଛନ୍ତି ଵିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ! ଶନିବାର ଦିନ ପ୍ରାୟ 12 ଟାରୁ 01 ଭିତରେ ମୁମ୍ବାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନବୀନ ! ପ୍ରିୟ ନେତାଙ୍କୁ ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ଉତ୍କଣ୍ଠାର ସହ ଆପେକ୍ଷା କରିଛନ୍ତି ! ହଜାରେ ହଜାରେ କର୍ମୀ ଶୁଭେଚ୍ଛା ସହିତ ବିମାନବନ୍ଦର ଟର୍ମିନାଲ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଥିବା ବିମାନବନ୍ଦର ଗୋଲେଇ ଛକରେ ଉପସ୍ଥିତ ରହି ନବୀନଙ୍କୁ ସ୍ୱଗତ ଜଣାଇବେ ବୋଲି ଦଳୀୟ ସୂତ୍ରରୁ ଜଣାପଡୁଛି ! Kokilaben Dhirubhai Ambani Hospital in Mumbai ଚିକିତ୍ସା ପାଇଁ ଗତ ଜୁନ 20 ତାରିଖ ରେ ନବୀନ ମୁମ୍ବାଇ ଯାଇଥିଲେ ! ଜୁନ 22 ତାରିଖରେ ମୁମ୍ବାଇ ସ୍ଥିତି କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଅପେରସନ ହେଇଥିଲା !

Share the Post:

Related Posts

ଗାଧୋଇବା ବେଳେ ଅଘଟଣ :

ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ

Read More

ବିରୋଧୀଙ୍କ ଆଖି ଖୋଲିଲେ ଅପରାଜିତା :

ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା କରିବା ଜରୁରୀ ଥିଲା!ବିରୋଧୀଙ୍କୁ ଆଇନା ଦେଖାଇଲେ ଆଜି ଅପରାଜିତା!ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ

Read More