ଗୁରୁ ପୂଣ୍ଣିମାରେ ଗୁରୁଙ୍କୁ ହତ୍ୟା …..

Talk Always Truth

ହରିୟାଣା : ପ୍ରିନ୍ସିପାଲଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ ଛାତ୍ର..


ଏକ ଘରେଇ ସ୍କୁଲର ପ୍ରିନ୍ସିପାଲଙ୍କୁ ଦୁଇ ନାବାଳକ ଛାତ୍ର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି ! ଗୁରୁ ପୂଣ୍ଣିମାରେ ଗୁରୁଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି! ଏହି ଘଟଣା ନାରନୈଦ୍ର ସହରର ଵାସ ଗାଁ ରେ ଥିବା କର୍ତ୍ତାର ମେମରିଆଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଘଟିଛି !
ପୋଲିସ ସୂଚନା ଅନୁଯାୟୀ ହରିୟାଣାର ଜିଲ୍ଲାରେ ଏକ ସ୍କୁଲରେ ଦୁଇ ନାବାଳକ ଛାତ୍ର ସ୍କୁଲର ପ୍ରିନ୍ସିପାଲଙ୍କର ଛୁରୀରେ ଆକ୍ରମଣ କରିଥିଲେ! ଘଟଣାସ୍ଥଳରେ ହିଁ ପ୍ରିନ୍ସିପାଲଙ୍କର ମୃତ୍ୟୁ ହେଈଛି! ସ୍କୁଲକୁ ଚୁଟି କାଟି ଆସିବାକୁ ପ୍ରନ୍ସିପାଲ ଏହି ଦୁଇ ଜଣଙ୍କୁ କହିଥିଲେ !ସ୍କୁଲ ପରିସରରେ ବିଶୃଙ୍ଖଳିତ ଆଚରଣ ନକରିବା ପାଇଁ ମଧ୍ୟ ତାଗିତ କରିଥିଲେ ପ୍ରିନସିପାଲ! ସ୍କୁଲର ନୀତିନିୟମ ପାଳନ କରିବାକୁ ମଧ୍ୟ ସେ କହୁଥିଲେ!


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page