BMC କର୍ମଚାରୀଙ୍କ ପାଇଁ ବଢ଼ିଲା ସୁରକ୍ଷାର ଦାଇତ୍ୱ ।

Talk Always Truth

BMC କର୍ମଚାରୀଙ୍କ ପାଇଁ ବଢ଼ିଲା ସୁରକ୍ଷାର ଦାଇତ୍ୱ | ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ସୁଲୋଚନା ଦାସ, BMC ମେୟର କହିଥିଲେ ଯେ BMC ଅଫିସରେ ବହୁତ ଦିନ ଆଗରୁ CCTV କାମ କରୁନି । ସୁରକ୍ଷା ବ୍ୟବସ୍ଥାରେ ଥିବା ସୁରକ୍ଷାକର୍ମୀମାନେ ମାଡ଼ ସମୟରେ କିଛି କଲେନି। ତାଙ୍କ ବଦଳରେ ଆମେ BMC ଅଫିସରେ ଗନମ୍ୟାନ ରଖିବୁ |

ସେଥିପାଇଁ ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ ।  କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।  କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା ।  ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି ।

ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯିବା ସହ ସେମାନଙ୍କୁ ତାଲିମ ଦିଆଯିବ ।  ଭବିଷ୍ୟତରେ ଯେପରି ପୂର୍ବ ସ୍ଥିତି ନ ଉପୁଜିବ ସେଥିପାଇଁ ସଜାଗ ରହିବେ ।  BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ପରେ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟ ବନ୍ଦ କରି କଳାବ୍ୟାଜ ପିନ୍ଧିଥିଲେ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page