socialtalknews

ଜନ୍ମଦିନରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଜନ୍ମଦିନରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଜନ୍ମଦିନରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର 66ତମ ଜନ୍ମ ଦିବସ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ମୁର୍ମୁ ଉତ୍ତରାଖଣ୍ଡର ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଜନ୍ମ ଦିନର ଶୁଭେଚ୍ଛା ଗୀତ ଶୁଣି ରାଷ୍ଟ୍ରପତିଙ୍କ ଆଖିରେ ଲୁହ ଆସିଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଉତ୍ତରାଖଣ୍ଡର ଡେରାଡୁନରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦ ଏମପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲଟି  ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଛନ୍ତି । ଏହି ଅବସରରେ ଦୃଷ୍ଟିବାଧିତ କୁନି କୁନି ପିଲାମାନେ ମହାମହିମଙ୍କ ପାଇଁ ଜନ୍ମ ଦିନର ଶୁଭେଚ୍ଛା ଗୀତ ଗାନ କରିଥିଲେ । ରାଷ୍ଟ୍ରପତି କୁନି ପିଲାଙ୍କ ଶୁଭେଚ୍ଛାରେ ଭାବବିହ୍ୱଳ ହୋଇପଡ଼ିଥିଲେ । ରାଷ୍ଟ୍ରପତିଙ୍କ ଆଖିରେ ଲୁହ ଜକେଇ ଆସିଥିଲା । 

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More