ସୁଲତା ଦେଓ ଙ୍କ ପାଇଁ ଆତଙ୍କବାଦୀ ବଡ ମୃତ ପରିବାର ନୁହଁ ?

Talk Always Truth

ପହଲଗାମ୍ ଆତଙ୍କୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ବିଜେଡି ସାଂସଦ ସୁଲତା ଦେଓଙ୍କ ଉପହାସ । ଧର୍ମ ପଚାରି ଆତଙ୍କବାଦୀ ଗୁଳି ମାରିଥିବା ମୃତକଙ୍କ ପରିବାର କହୁଥିବାବେଳେ ସୁଲତା ଦେଓ କହିଛନ୍ତି ଏହା କେବଳ ମନଗଢା କାହାଣୀ । ସେ ଆହୁରି କହିଛନ୍ତି- କୌଣସି ଆତଙ୍କବାଦୀ କେବେ ଧର୍ମ ଜାତି ସହ ବନ୍ଧା ନୁହେଁ ।…. ଜମ୍ମୁ- କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କୁ ହରାଇଛନ୍ତି ତାଙ୍କ ପ୍ରିୟଜନ ।……. ଏଭଳି ଏକ ସମ୍ବେଦନଶୀଳକ ଘଟଣାରେ ମୃତକଙ୍କ ପରିବାରର କଥାକୁ ତାତ୍ସଲ୍ୟ କରି ତୁଷ୍ଟୀକରଣ ରାଜନୀତି କରି କଟା ଘାରେ ଚୂନ ଦେଇଛନ୍ତି ସୁଲତା

ଧର୍ମ ପଚାରି ଆତଙ୍କବାଦୀ ଗୁଳି ମାରିବାକୁ ମନଗଢା କାହାଣୀ କହିଲେ ସୁଲତା ଦେଓ… ଯେତେବେଳେ ମୁସଲମାନଙ୍କ ମସିହା କହୁଥିବା ଅସାଦୁଦ୍ଦିନ ଓୱେସି ଧର୍ମ ପଚାରି ହତ୍ୟା ଘଟଣାକୁ କରି ସାରିଛନ୍ତି ନିନ୍ଦା…. ଏଭଳି ସମ୍ବେଦନଶୀଳ ଘଟଣାରେ ଶସ୍ତା ବୟାନ ରଖି ପୀଡ଼ିତ ପରିବାରଙ୍କ କଟା ଘା’ରେ ଚୂନ ଦେଇଛନ୍ତି ସୁଲତା…


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page