ସହିଦ ବୀର ଯବାନଙ୍କୁ ମନେପକାଉଛି ଦେଶଆଜି ହେଉଛି କାରଗିଲ ବିଜୟ ଦିବସ |କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା
୫ ହଜାର ସୈନ୍ୟଙ୍କୁ କାରଗିଲକୁ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ ପ୍ରାୟ ୨ ମାସ ଧରି ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରିଥିଲେ ବୀର ଯବାନ |ଜୁଲାଇ ୨୬ରେ ଶତ୍ରୁ ରାଷ୍ଟ୍ରକୁ ହରାଇ ବିଜୟ ହାସଲ କରିଥିଲା!
ଭାରତ ସେନା ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍ରେ ପାକିସ୍ତାନକୁ ଜବାବ ଦେଇଥୁଲା ଆମ ସେନା
ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ
ଭାରତୀୟ ବାୟୁସେନାର ମିଗ୍-୨୭, ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼
ଆଜିର ଏହି ଦିନରେ ସେହି ସହିଦ ବୀର ଯବାନଙ୍କୁ ସାରା ଭାରତବର୍ଷ ମନେ ପକାଉଛି