30 ଦିନ ଜେଲ୍‌ ପଦ ଶୂନ୍ୟ :

Talk Always Truth

ନୂଆ ବିଲ୍‌ ଆଣୁଛି କେନ୍ଦ୍ର ସରକାର :

By -SUBHASMITA 20 ଅଗଷ୍ଟ 2025,

ନୂଆଦିଲ୍ଲୀ: ରାଜନେତାମାନେ ଯଦି ସଙ୍ଗୀନ ଅପରାଧ ମାମଲାରେ ଜେଲ୍‌ରେ ପହଞ୍ଚନ୍ତି, ଏବେ ସେମାନଙ୍କୁ ପଦ ରକ୍ଷା କରିବାର ଅବସର ମିଳିବ ନାହିଁ । କେନ୍ଦ୍ର ସରକାର ଏକ କଡା ବିଲ୍‌ ଲୋକସଭାରେ ଉପସ୍ଥାପନ କରିବାକୁ ଯାଉଛି ।
ବିଲ୍‌ର ପ୍ରମୁଖ ପ୍ରାବଧାନ
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା କୌଣସି ବି ନେତା 30 ଦିନରୁ ଅଧିକ ଜେଲ୍‌ରେ ରହିଲେ ସ୍ୱତଃ ପଦ ହରାଇବେ ।
ଯଦି କୌଣସି ନେତାଙ୍କୁ ଅତି କମରେ 5 ବର୍ଷର ସଜା ହେଲେ ମଧ୍ୟ ସେମାନଙ୍କୁ ପଦରୁ ବହିଷ୍କାର କରାଯିବ ।
ସଙ୍ଗୀନ ଅପରାଧ ମାମଲାରେ ଏହି ନିୟମ ସର୍ବସ୍ତରୀୟ ଭାବେ ଲାଗୁ ହେବ ।
ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ 3ଟି ବିଲ୍‌ ଉପସ୍ଥାପନ କରିବେ । ସେଥିରୁ ଗୋଟିଏ ବିଲ୍‌ରେ ରହିଛି ଏହି ପ୍ରାବଧାନ । ସରକାରଙ୍କ କହିବା ଅନୁସାରେ ଏହା ‘Zero Tolerance Policy’ ପ୍ରତିଷ୍ଠାର ଏକ ବଡ଼ ପଦକ୍ଷେପ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page