ଡାକ୍ତରୀ ପଢ଼ିବେ ମାଆ-ଝିଅ:
ନୂଆଦିଲ୍ଲୀ :ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ, ଚର୍ଚ୍ଚାରେ ୪୯ ବର୍ଷୀୟା ମହିଳାକଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଷ୍ଠାର ସହ କୌଣସି ବି କାମ କଲେ ତାହା ସଫଳ ହୁଏ ନିଶ୍ଚିତ । ଯାହାର ବଡ଼ ଉଦାହରଣ ଆସିଛି ତାମିଲନାଡୁରୁ । ଯେଉଁଠି ଜଣେ ୪୯ ବର୍ଷୀୟା ମହିଳା ନିଟ୍ ପାସ୍ କକରିଛନ୍ତି !ଡାକ୍ତରୀ ପଢ଼ିବେ ମାଆ-ଝିଅ ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ, … Read more