socialtalknews

ଶୋଇଥିଲେ ଡ୍ରାଇଭର :

ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ ଡ୍ରାଇଭର ଜଣଙ୍କ ନିଶାରେ ଶୋଇ ପଡ଼ିଛନ୍ତି । ଏପରି ଘଟଣା ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ, ଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଏକ ଆମ୍ବୁଲାନ୍ସ କାନିକି ପଦର ଗାଁର ଗର୍ଭବତୀ ନନ୍ଦିନୀ ରଇତଙ୍କୁ … Read more

ଏମିତି ବି ହେଇପାରେ :

ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ଦୌଡୁଥିବା ବେଳେ ହଠାତ୍‌ ହୋଇଗଲେ ଅସୁସ୍ଥ :ଖୋର୍ଦ୍ଧା: ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ତରତୁଆ ରିଜର୍ଭ ପଡିଆରେ ଶାରୀରିକ ପରୀକ୍ଷା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଦୌଡୁଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପରୀକ୍ଷାର୍ଥୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ … Read more

ଗିରଫ ହେଲେ କ୍ରିକେଟ ର :

ପାକିସ୍ତାନୀ କ୍ରିକେଟ ହାଇଦର ଅଲ୍ଲୀଙ୍କୁ ଦୁଷ୍କର୍ମ ମାମଲାରେ ୟୁକେ ପୋଲିସ ଗିରଫ କରିଛି । ତାଙ୍କୁ ଇଂଲଣ୍ଡରୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ଏବଂ କ୍ରିକେଟରଙ୍କ ପାସପୋର୍ଟ ମଧ୍ୟ ଜବତ କରାଯାଇଛି ।ପାକିସ୍ତାନ କ୍ରିକେଟ ଟିମରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୪ ବର୍ଷୀୟ ହାଇଦର ଅଲ୍ଲୀଙ୍କ ବିରୋଧରେ ପୋଲିସ ଅଗଷ୍ଟ ୪ରେ ଏକ ଅଭିଯୋଗ ପାଇଥିଲା । ସେହିଦିନ ଦୁଷ୍କର୍ମ ଅଭିଯୋଗ ପାଇବା ପରେ ସେଠାକାର ପୋଲିସ ୨୪ … Read more

ଗୋହତ୍ୟା ଶେଷ :

ରାଜ୍ୟରେ ହୋଇପାରିବନି ଗୋହତ୍ୟା । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତିରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ିଚାଲିଥିଲା । ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ୁଥିଲା । ଆଉ କେଉଁଠି କେଉଁଠିତ ଗୋମାଂସ ଚୋରା ଚାଲାଣ … Read more

କୀଟ ପାଳିଲା ‘କ୍ରିତନ୍ତୁଜା’ :

ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସ।ହିତ କରିବା ପାଇଁ ଆଜି କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ ପକ୍ଷରୁ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୫ ଉଦ୍ଘାରଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ହସ୍ତତନ୍ତ ଦିବସର ତାତ୍ପର୍ଯ୍ୟ ଉପରେ ନିଜର ମତ ରଖିଥିଲେ ।କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ … Read more

ତାଣ୍ଡବ ରଚିବ ବର୍ଷା :

ଆଜି ପୂରା ଓଡ଼ିଶାରେ ଘଡ଼ଘଡ଼ି ବର୍ଷା, ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ଭୁବନେଶ୍ୱର : ଆଜି ଭିଜିବ ସାରା ଓଡ଼ିଶା । ଆଜି ପାଇଁ ପୂରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସମଗ୍ର ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ରାୟଗଡ଼ା ଏବଂ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଅଛି।ଏହି ୬ଜିଲ୍ଲାକୁ … Read more

ଫେରିବେ ରଜନୀକାନ୍ତ :

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆକ୍ସନ ଥ୍ରିଲର ’କୁଲି’ ଫିଲ୍ମରେ ତାଙ୍କ ଦମଦାର ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି । ତାମିଲ ଭାଷାର ଏହି ଫିଲ୍ମଟି ଲୋକେଶ କନାଗରାଜଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବାବେଳେ କଳାନିଥି ମାରନଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି । ଅଗଷ୍ଟ ୨ରେ ଚେନ୍ନାଇରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏହି ଫିଲ୍ମର ଅଫିସିଆଲ ଟ୍ରେଲର ରିଲିଜ କରିଥିଲେ । ଏହି ଫିଲ୍ମରେ ରଜନୀକାନ୍ତଙ୍କୁ ନୂଆ ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ଯାହା ବର୍ତ୍ତମାନ ସୋସିଆଲ … Read more

ଚିଙ୍କୁଡ଼ି ଯିବନି ଆମେରିକା :

ଭୁବନେଶ୍ୱର : ଓଡ଼ିଶା ଚିଙ୍ଗୁଡି ଯିବନି ଆମେରିକା । ବନ୍ଦ ହେବ ସି ଫୁଟ୍ ରପ୍ତାନୀ । ଓଡ଼ିଶାରେ ଟ୍ରମ୍ପ ଟାରିଫ ପ୍ରଭାବ। ରାଜ୍ୟର ସି ଫୁଡ୍ ସେକ୍ଟର ଭୟଙ୍କର ପ୍ରଭାବିତ ହେବାକୁ ଯାଉଛି । ଏହା କହିଛନ୍ତି ଶିଳ୍ପପତି ତାରା ପଟ୍ଟନାୟକ। ଆମେରିକା ୨୫ ପ୍ରତିଶତ ଟାରିଫ ସହ ଅତିରିକ୍ତ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ଲଗାଇଛି ।ଏହା ସହ ଅନ୍ୟାନ୍ୟ ଟିକସ ମିଶାଇଲେ ପ୍ରାୟ ୬୦ ପ୍ରତିଶତ ଶୁଳ୍କ ଲାଗିବ। ଯାହା ଫଳରେ ଓଡ଼ିଶାର … Read more

ଟ୍ରମ୍ପ ଙ୍କୁ ବଡ଼ ଝଟକା :

ନୂଆଦିଲ୍ଲୀ: ଭାରତ ଅଗଷ୍ଟ ୨୦୨୫ ସୁଦ୍ଧା ଆମେରିକା ସହ ହୋଇଥିବା ଛଅଟି ଅତିରିକ୍ତ ବୋଇଙ୍ଗ ପି-୮ଆଇ ମାରିଟାଇମ୍‌ ପାଟ୍ରୋଲ ବିମାନ କ୍ରୟକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତି ଆମେରିକା ସରକାରଙ୍କ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୨୫% ଅତିର୍କିତ ଟାରିଫ ଲଗାଇବା ପରେ ନିଆଯାଇଛି। ଏହା ସହିତ ଉଚ୍ଚ-ମୂଲ୍ୟ ପ୍ରତିରକ୍ଷା ଚୁକ୍ତିଗୁଡ଼ିକର ରଣନୀତିକ ସମୀକ୍ଷା ମଧ୍ୟ ଏହି ନିଷ୍ପତ୍ତିରେ ପ୍ରଭାବ ପକାଇଛି।୨୦୨୧ରେ ଆମେରିକା ସରକାର ଏହି ଛଅଟି ପି-୮ଆଇ ବିମାନର ବିକ୍ରୟକୁ ୨.୪୨ ବିଲିୟନ ଡଲାରରେ ଅନୁମୋଦନ … Read more