socialtalknews

ଭାରତ-ବ୍ରିଟେନ ସମ୍ପର୍କ ପାଇଁ ଐତିହାସିକ ଦିନ ||

ଲଣ୍ଡନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଟେଡ୍ କିଙ୍ଗଡମର ସାଣ୍ଡ୍ରିହୋମ ହାଉସରେ ରାଜା ଚାର୍ଲ୍ସଙ୍କୁ ଭେଟିଥିଲେ । ଏହି ବୌଠକ ଭାରତ ଏବଂ ବ୍ରିଟେନ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ମଜୁବୁତ କରିବାକୁ ପ୍ରୟାସ କରିଥିଲେ । ଏହି ଭେଟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ମୁକ୍ତ ବାଣିଜ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ରିଟିଶ ରାଜ ପରିବାର ଏକ୍ସରେ ଏହି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଆଜି ଦ୍ବିପ୍ରହର ସମୟରେ ରାଜା ଚାର୍ଲ୍ସ ଭାରତର … Read more

ମରିଗଲା ମାନବିକତା,ଦୁର୍ବୃତ୍ତ କଲେ ଏସିଡ ମାଡ଼ ||

ସତରେ ମରିଗଲା ମାନବିକତା,ମାନବିକତାର ର ସବୁ ସୀମା ଟପିଗଲେ । ବାଡ଼ି ଭିତରେ ଗାଈ ପଶିଯିବାରୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ସ୍ଥିତ ମାରୁତି ବିହାରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ସେହି ଅଞ୍ଚଳର ଏମ. ରାମ କ୍ରିଷ୍ଣାଙ୍କର ଏକ ଗାଈ ଫାର୍ମ ରହିଛି । ଗାଈ ଗୁଡ଼ିକ ଚରିବା ପାଇ ଦିନରେ ଏଣେତେଣେ ବୁଲୁଥିବା ବେଳେ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶିଯାଇଥିଲେ … Read more

ପୂରା ବିଶ୍ଵ ରେ ରଖିଲେ ନା,ଓଡ଼ିଆ ମାଟିକୁ କଲେ ଗର୍ବିତ ||

ଆଜକୁ ଠିକ ତିନି ବର୍ଷ ତଳେ ମହାମହିମ ଗାଦିରେ ବସିଥିଲେ ଓଡ଼ିଆ ଝିଅ । ଦେଶର ସର୍ବୋଚ୍ଚ ପଦବୀରେ ରହି ଓଡିଶାକୁ ଗୌରବାନ୍ୱିତ କରିଥିଲେ । ଆଜି ତାଙ୍କ କାର୍ଯ୍ୟକାଳର ତିନିବର୍ଷ ପୂର୍ତ୍ତି । ଆମେ କହୁଛୁ ଦେଶର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇଥିବା ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା । ଆଜିର ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ କିଛି ଅଲଗା। ସାକ୍ଷୀ ଥିଲା ଗଣତନ୍ତ୍ରର ମନ୍ଦିର । ସାଢ଼େ … Read more

ଅନଲାଇନ ସପିଂ କରୁଛନ୍ତି କି ??

ଭୁବେନେଶ୍ୱର : ଆଜିକାଲି ଲୋକ ମାନେ ଧୀରେ ଧୀରେ ଅଳସୁଆ ହେଇଗଲେଣି! ସାଧାରଣତଃ ସହଜ ଉପାୟକୁ ଆପଣାଇଛନ୍ତି ତେବେ ଏହି ସହଜ ଉପାୟ ଯେ ଗୋଟେ ବ୍ୟକ୍ତିର ଜୀବନକୁ ଆଳସ୍ୟ କରିଦେଉଛି ତାହା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି ! ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । ଏହି ସପିଂ ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି … Read more

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

କୋରାପୁଟ : ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ୯ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଚଢାଉରେ ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ଟଙ୍କା ଜବତ ହୋଇଛି । … Read more