socialtalknews

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର :

ଲାଗିଛି ଅକ୍ସିଜେନ ସପୋର୍ଟଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର । ପୋଡିଥିବା ସ୍ଥାନରେ ହେଲା ସର୍ଜରୀ । ସ୍ବାସ୍ଥ୍ୟବସ୍ଥା ଗୁରୁତର । ଲାଗିଛି ଅକ୍ସିଜେନ ସପୋର୍ଟ । ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରୁଛନ୍ତି । ଜାରି ହେଲା ବୁଲେଟିନ । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର, ଲାଗିଛି ଅକ୍ସିଜେନ ସପୋର୍ଟ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ହୋଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱବଧାନରେ ଶରୀରର ପୋଡ଼ି ଯାଇଥିବା ଅଂଶରେ ସର୍ଜରୀ କରାଯାଇଛି … Read more

ବିଶ୍ୱର ସବୁଠୁଁ ସଂରକ୍ଷିତ ଦେଶ ତାଲିକା !

ନ୍ୟୁମିଓ ସେପ୍ଟି ଇଣ୍ଡେକ୍ସ-୨୦୨୫ର ସବୁଠୁ ସୁରକ୍ଷିତ ଦେଶମାନଙ୍କର ତାଲିକା ଜାରି କରିଛି। ଏହି ତାଲିକାର ଶୀର୍ଷରେ ଅଛି ୟୁରୋପୀୟ ଦେଶ ଅଣ୍ଡୋରା । ଅର୍ଥାତ୍ ଚଳିତ ବର୍ଷ ଅଣ୍ଡୋରାକୁ ବିଶ୍ଵର ସବୁଠୁ ସୁରକ୍ଷିତ ଦେଶର ମାନ୍ୟତା ମିଳିଛି । ଅଣ୍ଡୋରା ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପାଇରେନିଜ୍ ପର୍ବତମାଳାରେ ସ୍ଥିତି ଏକ ଛୋଟ ଦେଶ ! ତାଲିକାରେ 5 ଦେଶରେ 3 ଆରବ ଦେଶ ରହିଛି। ଖାସ୍ କଥା ହେଉଛି ଭାରତକୁ ଆମେରିକା ଓ ବ୍ରିଟେନ ଭଳି … Read more