ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ମୁସ୍କିଲ |
ନୂଆଦିଲ୍ଲୀ :ଆମେରିକାର ଟ୍ରମ୍ପ ପ୍ରଶାସନ ବ୍ୟାପାର ଚୁକ୍ତିର ମାନକୁ ଡେଡ୍ଲାଇନ୍ଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି କ୍ଷେତ୍ରରେ ଅଗଷ୍ଟ ୧ର ସମୟସୀମା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇ ନ ପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ। ବ୍ୟାପାର ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା କିମ୍ବା ମୋଟା ଟାରିର ସାମ୍ନା କରିବା ପାଇଁ ଦେଶଗୁଡ଼ିକୁ ଆମେରିକା ପକ୍ଷରୁ ପୂର୍ବରୁ ଧମକ ଦିଆଯାଇଥିବାବେଳେ ଏ ସ୍ଥିତି ଗୁରୁତ୍ବ ବହନ କରୁଛି। ଭାରତ, ୟୁରୋପୀୟ ସଂଘ(ଇୟୁ) … Read more