socialtalknews

ପିଚୁ ହେବ ସବୁ ଗାଁ ରାସ୍ତା ||

ଭୁବନେଶ୍ଵର: ଗାଁ ଗଣ୍ଡା ► ରାସ୍ତାର ବିକାଶ ହେବ । ପଞ୍ଚାୟତ, ବ୍ଳକକୁ ସଂଯୋଗ କରୁଥିବା ରାସ୍ତାକୁ ପିଚୁ କରାଯିବ। ଯେଉଁ ରାସ୍ତାଗୁଡ଼ିକ ପିଚୁ ହୋଇନଥିବ ତୁରନ୍ତ ଭିନ୍ନତୀକରଣ କାମ ଆରମ୍ଭ ହେବ। ଏଥିପାଇଁ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀକୁ ଦୁଇଟି ଅର୍ଥିକ ବର୍ଷ ପାଇଁ ୨ କୋଟି ଲେଖାଏଁ ଅନୁମୋବନ କରିଛନ୍ତି ସରକାର। ଗ୍ରାମଞ୍ଚଳରେ ଥିବା ୧୪୨ଟି ନିର୍ବାଚନମଣ୍ଡଳୀକୁ ଏ ସ୍ୱତନ୍ତ୍ର ପାଣ୍ଠି ମିଳିବ। ପ୍ରଥମ ବର୍ଷ ପାଣ୍ଠିରେ ୨୦ଟି ରାସ୍ତାର ନବାକରଣ କରାଯିବ। ରାସ୍ତା ନବୀକରଣ … Read more

ଯୁବମୋର୍ଚ୍ଚା ସଭାପତି ଅଭିଳାଷ ବର୍ଷିଲେ ||

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅସଲ ଚେହେରା ଜଣାପଡ଼ିଛିଏବେ ନୈତିକତା ଦୃଷ୍ଟିରୁ ଭକ୍ତ ଦାସ ପଦରୁ ଇସ୍ତଫା ଦିଅନ୍ତୁ | ଗିରଫ ଉଦିତଙ୍କୁ ସସପେଣ୍ଡ କରି କଂଗ୍ରେସ ହାତ ସଫା କରିବାକୁ ଚାହୁଁଛି ଅଳକା ଲାମ୍ବା ଓ ସୋଫିଆ ଫିର୍କୋଷ ସାମ୍ବାଦିକ ସମ୍ମିଳନୀ କରିବେ କି?ଭୁବନେଶ୍ବର, ତା ୨୧ ।୭ (ପିଏନଏସ).ସୋମବାର ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ … Read more

ଅଙ୍ଗଦାନ ଅଟେ ମହତ ଦାନ ||

ଅଙ୍ଗଦାନ କରି ମହାନ ହୋଇଗଲେ ସୌମ୍ୟ କିମ୍‍ସରେ ଓଡ଼ିଶାର ପ୍ରଥମ ସଫଳ ବହୁଅଙ୍ଗ ପ୍ରତିରୋପଣ ସଫଳ ହେଇଛି !କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ (କିମ୍‍ସ)ରେ ପ୍ରଥମଥର ପାଇଁ ବହୁଅଙ୍ଗ ପ୍ରତିରୋପଣ ସଫଳତାର ସହ କରାଯାଇଛି। ନୟାଗଡ଼ର ୩୭ ବର୍ଷ ବୟସ୍କ ସୌମ୍ୟ ରଞ୍ଜନ ବେହେରାଙ୍କ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ କିମ୍‍ସରେ ଭର୍ତ୍ତି କରାଯାଇଥିଲା।

କଲେଜ କୋଠାରେ ଖସିଲା ବିମାନ ||

ବାଂଲାଦେଶ ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ରାଜଧାନୀ କାଳରେ ପୂବା କୋଠା ଉପରେ ଖସିପଡ଼ିଛି। ସେଇ ସମୟରେ କ୍ଲାସ ଚାଲୁଥିଲା ଏବଂ ଶତାଧିକ ପିଲା ଉପସ୍ଥିତ ଥିଲେ ! ପ୍ଲେନ ଟି ବିଦ୍ୟାଳୟର କୋଠା ଉପରେ ପଡିଗଲା ଏବଂ ନିଆଁ ଓ ଧୂଆଁ ବହୁ ଉଚ୍ଚକୁ ଉଠିଯାଉଥିଲା ! ନିଆଁ ଓ ଧୂଆଁ ର ଉଚ୍ଚତା ଅଧିକ ଥିବାରୁ ନିଆଁ କୁ ଆୟତ କରିବା ସମ୍ଭବ ହେଲାଣି!ସୂଚନା ଅନୁସାରେ ଏହି ଭୟାବହ ଦୁର୍ଘଟଣାରେ ଅନ୍ୟୁନ ୨୦ … Read more

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ:

ଯାଜପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ହକି ଷ୍ଟାଡିୟମର କ୍ରୀଡ଼ା କୋଚ ଓ ତାଙ୍କ ଅନ୍ୟ ଦୁଇ ସହଯୋଗୀ ଦ୍ଵାରା ଅସଦାଚରଣ ଓ ଦୁଷ୍କର୍ମ ହୋଇଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ହକି କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ୩ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ୨ବର୍ଷ … Read more

ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ ||

ଆଜିଠୁ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ, ରାସ୍ତା କଡ଼ରେ ବି ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନରାଜ୍ୟରେ ଆଉ କୌଣସି ପେଟ୍ରୋଲ ପମ୍ପରେ ଲୋକମାନେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ କିଣି ପାରିବେନି ।ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲଆଜିଠୁ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ। ରାସ୍ତା କଡ଼ରେ ବି ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଆଉ କୌଣସି ପେଟ୍ରୋଲ ପମ୍ପରେ ଲୋକମାନେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ କିଣି ପାରିବେନି … Read more

ଲାଞ୍ଚ ନେଇ ଧରା ପଡିଲେ Chanda Koch

ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର୍‌ ଦୋଷୀ ସାବ୍ୟସ୍ତ | ୬୪ କୋଟି ଟଙ୍କା ଲାଞ୍ଚ ନେବାର ହୋଇଥିଲା ଅଭିଯୋଗନୂଆଦିଲ୍ଲୀ: ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ। ଭିଡିଓକନ୍ କମ୍ପାନୀକୁ ୩୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବା ପାଇଁ ତାଙ୍କ ଉପରେ ୬୪ କୋଟି ଟଙ୍କା ଲାଞ୍ଚ ନେବାର ଅଭିଯୋଗ ଥିଲା। ଏଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆପିଲେଟ୍ ଟ୍ରିବ୍ୟୁନାଲ୍। ରିପୋର୍ଟ ଅନୁଯାୟୀ, ୩ ଜୁଲାଇରେ ଦିଆଯାଇଥିବା ଆଦେଶରେ, … Read more

ଉପରାଷ୍ଟ୍ରପତି ଧନଖଡ଼ଙ୍କ ଇସ୍ତଫା :

ନୂଆଦିଲ୍ଲୀ, ୨୧୭(ଜଗଦୀପ ଧନଖଡ଼ (୭୪) ସୋମବାର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ପଦ ଛାଡ଼ିଥିବା କଥା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଧନଖଡ଼ ଲେଖୁଛନ୍ତି ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଏବଂ ଡାକ୍ତରଙ୍କ ପରାମର୍ଶକୁ ପାଳନ କରି ସେ ଏହି ନିଷ୍କତି ନେଇଛନ୍ତି ! ଏବଂ ଦେଶର ମହାନ ଗଣତନ୍ତ୍ର ରେ ଉପରାଷ୍ଟ୍ରପତି ଭଳି ପଦ ପାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି! ନିଜ କାର୍ଯ୍ୟକାଳରେ ବହୁତ କିଛି … Read more

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ ||

ଜଣେ ଛାତ୍ରୀ (୧୯)କ୍ସ୍ ମୁଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ବର ମଞ୍ଚେଶ୍ବର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଏନେଇ ଥାନାରେ ବିଏଏସ୍ ଦଫା -64 (1),123,296,74, ୩୫୧(୨) ଅନୁଯାୟୀ ଏକ ମାମଲା (ନଂ.୪୧୭/୨୦୨୫) ରୁଜୁ ହୋଇଛି। ଉଦିତଙ୍କୁ ସୋମବାର କୋର୍ଟ ଚାଲାଣି କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ଉଦିତ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତା ହେଉଛନ୍ତି … Read more