socialtalknews

ଗାଧୋଇବା ବେଳେ ଅଘଟଣ :

ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ ଆସିଥିବା ରୁଦ୍ର ପ୍ରତାପ ସାହୁ ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ, ଭାସି ଯାଇଛନ୍ତି । ଏକ ବଡ଼ ଲହଡିରେ ପଡ଼ି ରୁଦ୍ର ପ୍ରତାପ ଭାସିଯାଇଥିଲେ । ଭଦ୍ରକ ଆଇଟିଆଇରେ ପଢୁଥିବା ରୁଦ୍ର ପ୍ରତାପ ଗତକାଲି ରାତିରେ, ଟ୍ରେନ ଯୋଗେ ସାଙ୍ଗ ମାନଙ୍କ ସହ ପୁରୀ ଆସିଥିଲେ । … Read more

ବିରୋଧୀଙ୍କ ଆଖି ଖୋଲିଲେ ଅପରାଜିତା :

ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା କରିବା ଜରୁରୀ ଥିଲା!ବିରୋଧୀଙ୍କୁ ଆଇନା ଦେଖାଇଲେ ଆଜି ଅପରାଜିତା!ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ପ୍ରଶ୍ନ ପଚାରିଯାଇଛି !ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଆଇନା ଦେଖାଇ କହିଛନ୍ତି, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ … Read more

ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ଫସିଲେ ଦମ୍ପତି :

କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ ନେତା ଓ କର୍ମୀ । ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦ କରାଯାଉଛି । ବନ୍ଦର ପ୍ରଭାବ ଯୋଗୁ ଭୁବନେଶ୍ୱରରେ ଜଣେ ଦମ୍ପତି ନାହିଁ ନଥିବା ହଇରାଣ ହୋଇଛନ୍ତି । ସୂଚନା ଅନୁସାରେ ଦମ୍ପତି ଫ୍ଲାଇଟ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଲେ । ଭୁବନେଶ୍ୱରରୁ ସେ ବ୍ରହ୍ମପୁରକୁ … Read more