socialtalknews

ମିକ୍ସଚର ପ୍ୟାକେଟରେ ବ୍ରାଉନ୍ସୁଗର ||

ବ୍ରାଉନ୍ସୁଗର କାରବାରକୁ ମେ ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଉପକ ପାଡ଼ାପାଟଣା। ଏଠାରେ ଥିବା କଣ୍ଠ ଏକ ମିକ୍ସଚର ଫ୍ୟାକ୍ତିରୁ ମିକ୍ସଚର ପ୍ୟାକେଟ୍‌ରେ ବ୍ରାଉନ୍ସୁଗର ଚାଲାଣ ହେଉଥିବା ଭଳି ଘଟଣ ଣା ପଦାକୁ ଆସିଛି। ଏହି ମିକ୍ସଚର ଫ୍ୟାକ୍ତିରେ > ଅବକାରୀ ବିଭାଗ ଚଢ଼ଉ କରି ୬ଟି ୫୦ ଗ୍ରାମ୍ ମାଲିକ ଜଣେ ମିକ୍ସଚର ପ୍ୟାକେଟ୍‌ରୁ ୧୫୦ ବ୍ରାଉନ୍ସୁଗର ଜବତ କରିଛନ୍ତି। ଏହି ମିକ୍ସଚର ଫ୍ୟାକ୍ତି ମାଲିକ । ପୂର୍ବତନ ସରପଞ୍ଚ ହୋଇଥିବାରୁ ଏହାକୁ ନେଇ ଜିଲ୍ଲା ରାଜନୀତି … Read more

ରାହୁଲ ଙ୍କୁ ଗ୍ରହଣ କରୁନି ଓଡିଶାର ଯୁବପିଢ଼ି…

କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାବେଶ ନଥିଲା କଂଗ୍ରେସ ବଂଞ୍ଚାଓ ସମାବେଶ ଥିଲା !ଭୁବନେଶ୍ୱର ର ବରମୁଣ୍ଡା ଠାରେ ଆଜି କଂଗ୍ରେସ ବିରାଟ ସମାବେଶ କରିଥିଲା ! ହଜାର ହଜାର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ! କଂଗ୍ରେସ ର ସମ୍ବିଧାନ ବଞ୍ଚାଓ ସମାଧାନ ବଞ୍ଚାଓ ସମିବେଶ ନଥିଲା ସେ ଥିଲା କଂଗ୍ରେସ ବଞ୍ଚାଓ ! କଂଗ୍ରେସ ସମ୍ବିଧାନ ବଞ୍ଚାଓ ସମିବେଶରେ ବିରେଧୀ ଦଳ ନେତା ରାହୁଲ ଗାନ୍ଦି ସମ୍ବେଦନ କରୁଥିଲେ ! ଓଡିଶାର କଂଗ୍ରେସ କର୍ମକର୍ତ୍ତାକୁ … Read more

ଆଜିଠୁ ଗଡ଼ିବ ବସ୍ ||

ଭୁବଳେଶ୍ଵର:- ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଧୀରେ ଧୀରେ ପ୍ରଭାବହୀନ ହେବାରେ ଲାଗିଛି । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନରୁ ହଟିକୁଳି ବୋଲି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି ଜିଦ୍ ଧରିଛନ୍ତି । ଅନ୍ୟପଟେ ଶୁକ୍ଳଚର ଆନ୍ଦୋଳନ ମଇଦାନ ଛାଡ଼ି ଅନେକ ଡାକଲର ଷ୍ଟିଅରିଂ ଧରିଛନ୍ତି । ଆସନ୍ତାକାଲିଠୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ନେଉଛି!

ଆଜି ମଧ୍ୟାହ୍ନରେ ପହଁଞ୍ଚିବେ ନବୀନ ….

BBSR – ସୁସ୍ଥ ହେବା ପରେ ଘରକୁ ଆସୁଛନ୍ତି ଵିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ! ଶନିବାର ଦିନ ପ୍ରାୟ 12 ଟାରୁ 01 ଭିତରେ ମୁମ୍ବାଇରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନବୀନ ! ପ୍ରିୟ ନେତାଙ୍କୁ ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ଉତ୍କଣ୍ଠାର ସହ ଆପେକ୍ଷା କରିଛନ୍ତି ! ହଜାରେ ହଜାରେ କର୍ମୀ ଶୁଭେଚ୍ଛା ସହିତ ବିମାନବନ୍ଦର ଟର୍ମିନାଲ ଓ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଥିବା ବିମାନବନ୍ଦର … Read more