socialtalknews

ବିଜେପି କରୁଛି ପ୍ରତିଶ୍ରୁତି ପାଳନ ; ୪ ମାସରେ ମିଳିବ ଚିଟଫଣ୍ଡ୍ ଟଙ୍କା

ଖୁବଶୀଘ୍ର ମିଳିବାକୁ ଯାଉଛି ଚିଟଫଣ୍ଡ ଟଙ୍କା |ଆପଣମାନେ ଫେରି ପାଇବେ ଜମାକାରୀ ଟଙ୍କା । ଆସନ୍ତା ୪ ମାସ ମଧ୍ୟରେ ମିଳିବ ଚିଟଫଣ୍ଡ ଟଙ୍କା , ଆଉ ୫ ଲକ୍ଷ ରୁ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଅମା ସରକାର କଥା ଦେଇ କଥା ରଖିଛନ୍ତି | ବିଜେପି ସରକାର କରୁଛି ପ୍ରତିଶ୍ରୁତି ପାଳନ ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ … Read more

ଭିଜିଲାନ୍ସର ପ୍ରଶ୍ନ ଘେରରେ ବର୍ତ୍ତମାନ ଅଛନ୍ତି SDO ର ଡିଲେଶ୍ୱର ମାଝୀ

ଏବେ ଭିଜିଲାନ୍ସର ଜାଲରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ । ତାଙ୍କ ବାସଭବନରେ ଚଢାଉ ଏବେ କରୁଛି ଭିଜିଲାନ୍ସ ଟିମ୍ । ଟିଟିଲାଗଡ଼ ଅଫିସ୍, ଘର ସମତେ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ଝାରସୁଗୁଡ଼ା ସହ ପୈତୃକ ଗାଁରେ ଚାଲିଛି ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଏବେବି ଭିନ୍ନ ଭିନ୍ନ ସ୍ଥାନରେ ତାର ଖୋଳତାଡ ଜାରି ରଖିଛି। ଏତେ ଟଙ୍କା ଏବଂ ସମ୍ପତ୍ତି ଆସିଲା … Read more

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ହୋଇଛନ୍ତି ରାଜସ୍ଥାନ ବାସିନ୍ଦା |

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ରାଜସ୍ଥାନ । ବର୍ଷା ପାଇଁ ହନ୍ତ ସନ୍ତ ହେଉଛି ରାଜସ୍ଥାନ ଲୋକେ | ବାଟ ମିଳୁନି କୁଆଡେ ଯିବା ପାଇଁ | କୋଟା, ଆଜମେର, ଯୋଧପୁର୍, ଚିତ୍ତୋରଗଡ଼, ପାଲି, ଭିଲୱାରା, ବାଂଶୱାରା ଏବଂ ବ୍ୟାୱାର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । କୋଟା ଜିଲ୍ଲାର ମୋଦକ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ପଡିଛି । ଘର, ସ୍କୁଲ, ହସ୍ପିଟାଲ ଏବଂ ଏଟିଏମ୍ ମଧ୍ୟ ପାଣିରେ … Read more

ବାହୁଡ଼ା ଯାତ୍ରା ପାଈଁ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଆୟୋଜନ ହୋଇଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି । ବାହୁଡ଼ା ଯାତ୍ରା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ଦିଗକୁ ଲକ୍ଷ ରଖା ଯାଇଛି। ସବୁ ଦିଗକୁ ତର୍ଜମା କରାଯାଇଛି। ପୁଲିସ ବ୍ୟବସ୍ଥାଠୁ ନେଇ ପ୍ରଶାସନିକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ତା ସହିତ ପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ ଅଛି। ତେଣୁ ବାହୁଡ଼ା ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟକ୍ରମ … Read more

ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଐତିହାସିକ ଘାନା ଗସ୍ତ ହେଉଛି ଗତ ୩୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ଭାରତ ଏବଂ ଘାନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଯାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର କରିବ। ଉଭୟ ଦେଶ ମଧ୍ୟରେ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଘାନାର ରାଷ୍ଟ୍ରପତି ଜନ ମହାମା ପହଲଗାମ ଆତଙ୍କୀ ହମଲାକୁ ମଧ୍ୟ … Read more