socialtalknews

ପାଞ୍ଚ ଜଣ ଯୁବକ ଚାମ୍ବରକୁ ଭାଙ୍ଗି ମାଡ଼ ମାରିଲେ ରତ୍ନାକର ସାହୁଙ୍କୁ

ପ୍ରତି ସୋମବାର ପରି ବିଏମସି କାର୍ଯ୍ଯଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି । କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ସେ ଭିତରେ ୫ ଜଣ ଯୁବକ ଆସ ରତ୍ନାକରଙ୍କ ଚାମ୍ବରକୁ ଭାଙ୍ଗି ପଶିଥିଲେ। ଏବଂ ବିଜେପି ନେତାଙ୍କୁ କଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏବଂ ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି … Read more

ପୁରୀ ଦଳାଚକଟା ଘଟଣା କୁ ନେଇ ରାଜ୍ୟ ମାନବାଧିକାର କମିସନ ନୋଟିସ କଲେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ

ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ କରିଛନ୍ତି ରାଜ୍ୟ ମାନବାଧିକାର କମିସନ | ପୁରୀ ଶରଧାବାଲିରେ କଳାଠାକୁରଙ୍କୁ ଦର୍ଶନ ପାଇଁ ଶନିବାର ବିଳମ୍ବିତ ରାତିରେ ଭକ୍ତଙ୍କ ମଧ୍ୟରେ ଠେଲାପେଲାରୁ ଯେଉଁ ଅଘଟଣ ଘଟିଲା ସାରା ରାଜ୍ୟକୁ ଦୁଃଖିତ କରିଛି। ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପରିଚାଳନାଗତ ତ୍ରୁଟି ପାଇଁ ୩ ଭକ୍ତଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି । ଶରଧାବାଲିରେ ଅବ୍ୟବସ୍ଥାରୁ ହୋଇଥିବା ଅଘଟଣ ପୁରା ରାଜ୍ୟକୁ ସ୍ତବ୍ଧ … Read more

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ଗର୍ଜିଲା କଂଗ୍ରେସ

ଚଳିତ ଥର ରଥଯାତ୍ରା ସମୟରେ ଏମିତି କିଛି ଘଟଣା ଘଟିଛି ତାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ବାସ ଭବନସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀରେ ଯୁବ କଂଗ୍ରେସ ଗର୍ଜନ କରିଛି | କାହିଁକି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ିପାରିଲା ନାହିଁ। ପୁଣି ତା ପରଦିନ ବି ଶରଧାବାଲିରେ ପ୍ରବଳ ଭିଡ ଯୋଗୁ ଦଳାଚକଟା ହୋଇ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଲା। ସେଠିପାଇଁ ଯୁବକଂଗ୍ରେସ ଙ୍କର ଦାବି ରହିଛି ଯେ କେମିତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ … Read more