socialtalknews

୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସରେ ନା ଅଛି ଅକ୍ସିଜେନ ନା ଚାଲୁଛି ଏସି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ ସେବା । ସ୍ବାସ୍ଥ୍ୟ ପରି ଜରୁରୀକାଳୀନ ସେବାରେ ବି ଅବହେଳା । ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ । ନା ଆମ୍ବୁଲାନ୍ସରେ ଅକ୍ସିଜେନ ଅଛି ନା ଏସି ଚାଲୁଛି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ … Read more

ଏବେ ଟ୍ରେଲର ରିଲିଜ କୁ ନେଇ ଚିନ୍ତାରେ ବଲିଉଡ ଅଭିନେତା

୨୨ ଏପ୍ରିଲରେ ପହଲଗାମ ଆଟାକ ପରେ ଭାରତ-ପାକ୍ ଭିତରେ ଉତ୍ତେଜନା ବଢିଛି । ସେଥିପାଇଁ ଭାରତରେ ପାକ୍ କଳାକାରଙ୍କ ଅଭିନୟ ଉପରେ ବ୍ୟାନ ଲାଗିଛି । କିନ୍ତୁ ବିବାଦ ଅଧିକ ବଢିବା ପୂର୍ବ ଫିଲ୍ମର ମେକର୍ସ ସ୍ପଷ୍ଟୀକରଣ ରଖିଛନ୍ତି । ବିବାଦରେ ଦିଲଜିତ ଦୋସାଞ୍ଜ । ବଲିଉଡ ସହ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଲୋକପ୍ରିୟ ନାୟକ ଓ ଗାୟକ । ପାକିସ୍ତାନ ଅଭିନେତ୍ରୀଙ୍କ ସହ ଏବେ ଅଭିନୟ ତାଙ୍କୁ ମହଙ୍ଗା ପଡିଛି । ଫିଲ୍ମକୁ ଭାରତରେ … Read more

ଏଥର ଆଉ ବାଧା ସାଜିବନୀ ପ୍ରେମ ; ସେଠିପାଇଁ ସୁରକ୍ଷା ଦେବେ ସରକାର

ଏଥର ବାଧା ସାଜିବନୀ ପ୍ରେମ । ଏବେ ରାଜ୍ୟ ସରକାରଙ୍କୁ ଲଭର୍ସ ପଏଣ୍ଟ ପାଇଁ ସୁରକ୍ଷା ଚିନ୍ତା। ଗୋପାଳପୁର ବିଚରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ସରକାରଙ୍କୁ ଏବେ ଘାରିଛି କେମିତି ଦିଆଯିବ ଲଭର୍ସ ପଏଣ୍ଟକୁ ସୁରକ୍ଷା । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ଦୁଇ ଦୁଇ ଥର ବୈଠକ ବସିଲାଣି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ … Read more

ବର ବେଶରେ ସଜେଇ ହୋଇ ଡଙ୍ଗାରେ ଗଲେ କନ୍ୟା ଆଣି

ଜଳମଗ୍ନ ଗାଁ ଭିତରେ ନିଜ ମନର ମଣିଷକୁ ପାଇବା ପାଇଁ ବର ବେଶରେ ବାହାରିଛି ଯୁବକ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମର ଦୃଶ୍ୟ । ଜଳ ମଧ୍ୟରେ ଘରୁ ବର ସହ ବରଯାତ୍ରୀ ଡଙ୍ଗାରେ ବାହାରି ପଡୋଶୀ ରାଜ୍ୟ ଝାଡଖଣ୍ଡର ଟାଟା ନଗରକୁ କନିଆ ଆଣିବାକୁ ବାହାରିଛନ୍ତି। ସ୍ବପ୍ନର ଥିଲା ବର ବେଶରେ ସଜେଇ ହୋଇ ନିଜ ମନର ମଣିଷକୁ ଘରଣୀ କରି ଆଣିବି ହେଲେ ପାଣିର ଫୋଟକା ପରି ସବୁ ମିଳାଇଗଲା। ଉଚ୍ଛୁଳା … Read more