socialtalknews

ସେନାକୁ ବଡ଼ ସଫଳତା :

ସେନାକୁ ବଡ଼ ସଫଳତା :

ସେନାକୁ ବଡ଼ ସଫଳତା :

ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀ :
ସେନାକୁ ସଫଳତା: ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀ
ଶ୍ରୀନଗର ସେନାକୁ ପୁଣି ସଫଳତା । ଜାମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ନିପାତ କଲେ ଯବାନ । ବାକି ୨ ଜଣ ଆତଙ୍କୀ ଧରାପଡ଼ିଥିବା ସୂଚନା ମିଳିଛି । ତେବେ ଅପରେସନ୍ ଅଖଲ ଜରିଆରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଉଛି ।
ଶୁକ୍ରବାର ଜାମ୍ମୁ କାଶ୍ମୀରର ଅଖଲ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । ପରେ ଭାରତୀୟ ସେନା, ସିଆରପିଏଫ ଏବଂ ଜାମ୍ମୁକାଶ୍ମୀର ପୋଲିସର ମିଳିତ ଉଦ୍ୟମରେ ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯାଇଥିଲା । ଅପରେସନ ଅଖଲ ଜରିଆରେ ଜଣେ ଆତଙ୍କୀକୁ ନିପାତ କରିବା ସହ ୨ ଜଣଙ୍କୁ ଧରାଯାଇଛି ।
ତେବେ ଏହି ଆତଙ୍କବାଦୀମାନେ ଡାଚିଗାମ୍ ଜାତୀୟ ଉଦ୍ୟାନ ନିକଟରେ ଲୁଚି ରହିଥିଲେ ବୋଲି ଅନୁମାନ କରାଯାଉଛି । ଅଧିକାରୀମାନେ କହିଛନ୍ତି ଏହି ଆତଙ୍କବାଦୀମାନେ ଏଲଇଟିର ଏକ ଶାଖା ଟିଆରଏଫ ସହିତ ଜଡିତ ଏବଂ ଏମାନେ ମଧ୍ୟ ପହଲଗାମ ଆକ୍ରମଣ ସହିତ ଜଡିତ। ତେବେ ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି ।

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More