ସାପ ଅଟେ ବନ୍ଧୁ :

Talk Always Truth

ସାପ କାହାର କ୍ଷେତି କରେନା ! ସାପ ଯେ ଆମର ବନ୍ଧୁ ! ତାହା ଭୁଲିବା ଉଚିତ ନୁହେଁ ! ସାପ ଶତ୍ରୁ ନୁହେଁ, ପରିବେଶ ପ୍ରତି ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ସାପପ୍ରତି ଥିବ ମନୋଜଳକୁ ଦୂଇ କରିବା ମାନ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୬ରେ ପାଳିତ ହେଉଛି ବିଶ୍ର ସର୍ପ ନିଜ ‌ ମାପ କାମୁଡାରେ ରାଜ୍ୟରେ ବର୍ଷକୁ ପ୍ରାୟ ୧୦୦୦ ଲୋକଙ୍କ ଜୀବନ ଯାଉଛି ତଥାପି ପରିବେଶ ସବୁଜନ ରକ୍ଷା କ୍ଷେତ୍ରରେ ପ୍ରତ୍ୟେକ ପ୍ରର ଅବଦାନ ପରି ସାଘର ମଧ୍ୟ ଗୁରୁତ୍ଵପୂର୍ଣ ଭୂମିଳା ଗଳିଛି। ମୀପକୁ ମଧ୍ୟ କୃଷଳର ବନ୍ଧୁ କୁହାଯାଏ । ସାପ ଫଳକୁ ମୂଷା, କାଟ ପତଙ୍ଗ ଆଦିଙ୍କଠାରୁ ରକ୍ଷା କରିଥାଏ। ଏହା ଔଷଧ ଶିଳ୍ପରେ ମଧ୍ୟ ସ୍ଥାପକ ଆବଶ୍ୟକତା ରହିଛି। ବିଭିନ୍ନ ପ୍ରକାର ଆଣ୍ଟିଭେନମ୍ ପେନ୍ସିଲର, ହୃଦ୍‌ରୋଗ, କ୍ୟାକର୍ ଭଳି ରୋଗର ମୁହାଁଳିଲା ଲାଗି ମାପ ବିଷରୁ ଔଷଧ ପ୍ରସ୍ତୁତ କରାଯାଇଥାଏ । ବର୍ତମାନ ବର୍ଷାଦିନ ମକାଶେ ମାପଙ୍କ ପ୍ରାଦୂର୍ଗାନ ବଢ଼ିଯାଇଛି! ଦିନ‌କୁ ଦିନ ସାପ କାମୁଡ଼ା ମୃତ୍ଯୁ ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷ କରି ବକ୍ଷୀ ଚାଷ କାମ କରୁଥିବା ବେଳେ, ସର୍ପ ଉଦ୍ଧାରକାରୀ ସାପ ଉଦ୍ଧାର କରିବା ସମୟରେ ଅସାବଧାନତା ଯୋଗୁଁ ଓ ଘରେ ଶୋଇଥିବା ସମୟରେ ଅଧିକ ଲୋକ ସାପ କାମୁଡ଼ାର ଶିକାର ହୋଇଥାନ୍ତି ଗୁଣି, ପ୍ରାଥମିକ ପବିତ୍ସା ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଆଶ୍ରମନା ଦିଅନ୍ତୁ, କାମୁଡିଥିବା ଠ ଯଦି ତାବ କିମ୍ବା ଲୋଡ଼ ହୋଇଥାଏ କେବେ ପିଣିଥିବା ଗହଣା ଜାଡ଼ି ଦିଅନ୍ତୁ ଏକଥାଙ୍କୁଡି ଛାଡ଼ି ଜିଲାରେ ହାଜୀ କପଡ଼ା ଗୁଡ଼ାର ଗୁଡ଼ାର ଉପର ପର୍ଯ୍ୟନ୍ତ ବାନ୍ଧନ୍ତୁ। ପଦସ୍ଥାନକୁ ଧୁଅନ୍ତୁ ନାହିଁ କିଛି ଖାଦ୍ୟ ପାନୀୟ ଦିଅନ୍ତୁ ନାହିଁ ଗାଳିଡ଼ି କିମ୍ବା ମେଡିକାଲରେ ପହଞ୍ଚିବାରେ ନିଳମ୍ବ ଯୋଗୁଁ ଅଧିକାଂଶ ଲୋକଙ୍କ ଜୀବନ ସାପ କାମୁଡ଼ାରେ ଯାଉଛି ସାପ କାମୁଡ଼ାରୁ ରକ୍ଷା ଏବଂ ମାପ କାମୁଡ଼ିବା ପରେ ଏହାର ଚିକିତ୍ସା ନେଇ ସଚେତନତା ଗୁରୁତ୍ଵପୂର୍ଣ ଦୁଇର ନିକଟସ୍ତ ସରକାରୀ ନିନିଳୟକୁ 10ରିଯାଆଡୁ ରାସ୍ତାରେ ଗଲାବେଳେ ଯଦି ମୁଣ୍ଡ ବୁଲାଏ କିମ୍ବା ବାନ୍ତି ହୁଏ ପହଞ୍ଚିବା ପରେ ସଦେବତା ମାପ କାମୁଡିବାକୁ କରିବା ଅନ୍ଧବିଶ୍ୱାସଠାରୁ ଦୂରରେ ରହି ସାପ କାମୁଡ଼ା ରୋଗୀଙ୍କୁ ଯଥାଶୀଘ୍ର ମେଜିକାଲ୍‌ ପଞ୍ଚାଇବା ନିତ୍ୟାନ୍ତ ଆବଶ୍ୟକ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ମେହିପରି କାମସ୍ଥାନର ଆଖପାଖ ଅଞ୍ଚଳନ୍ତି ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ଘରେ ମାପକୁ ଦେଖିଲେ ତାକୁ ନମାରି ଅଭିଜ୍ଞ ସର୍ପ ଉହାରକାରୀଙ୍କ ସହଯୋଗ ନେବା ସୂଚନା ଅନୁସାରେ, ସମସ୍ତ ମାଘ ବିଷଧର ନୁହନ୍ତି। ଅଥବା ସମସ୍ତ ସାପ କାମୁଡ଼ାରେ ବିଷ ଯାଇ ନଥାଏ। ଅଧିକାଂଶ ସମୟରେ ମାପ ନାମୁଡ଼ିଥିଲେ ମଧ୍ୟ ନିଆ ଯାଉ ନଥାଏ। ଯାହାକୁ ହୁଏ ବାଇଟ୍ କୁହାଯାଏ। ପରେ ମୂଷା, ଦେଙ୍ଗ ରହିବା ଦ୍ଵାରା ମାପ ଘରକୁ ଆସିଥାନ୍ତି। ମାସ ୧ ଆସିବା ପାଇଁ ପରିବେଶକୁ ପରିଷ୍କାର ରଖିବା ଆବଶ୍ୟକତା ରହିଛି । ବନ୍ୟପୁଖୀ ଆକ୍ରମଣରେ ମୃତ୍ୟୁ ହେବା ଦ୍ୱାରା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ଭାରତୀୟ ସାପକୁ ବ ସଂରକ୍ଷଣ ଆଇନ ୧୯୭୨ରେ ଆଧାରିତ କରାଯାଇଥିଲେ ସୁଦ୍ଧା ମାଘକାମୁଡ଼ାନିତ ମୃତକଙ୍କୁ କେବଳ ୪ ଲକ୍ଷ ଟଙ୍କା ମହାୟତା ରାଶି ପ୍ରଦାନ କରାଯାଇଛି ଏନେକ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଦୀ ସୃଷ୍ଟି ହୋଇଛି ।
ବିଶ୍ବ ସର୍ପ ଦିବସ ଅବସରରେ ସ୍ନେକ୍ ହେଲ୍ପ ଭାରତ ସାଧାରଣ ସମ୍ପାଦକ ଶୁଭେଠୁ ମଳିକ କବିନ୍ଧନ୍ତି, ଆମେ ସାପକୁ ମାରିବା ଦରକାର ନାହିଁ । ପ୍ରକୃତିରେ ଅନେକ ପ୍ରାଣୀ ଯଥା, ନେଶନ, କୁକୁମ, ବିଲେଇ, ଦିଲୁଆ ଆଦି ପ୍ରନାଯାୟୀ ପ୍ରାଣୀ ଆରାମରେ ମାପକୁ ଶିକାର କରିଯାଇଛି ଅଜିରାମ, ରଣା, ନାଗ ଆଜି ସାପ ଅନ୍ୟ ମାପକୁ ଶିକାର କରି ଖାଇଥାନ୍ତି। ତେଣୁ ମଣିଷ ସାପକୁ ମାଗିବା ଉଚିତ ନୁହେଁ ସାପମାନେ ପ୍ରକୃତିରେ ଏକ ଗୁରୁତ୍ଵପୂର୍ଣ ଭୂମିକା ଅତିବାହିତ କରିଥାନ୍ତି |


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page