By -SUBHASMITA ସେପ୍ଟେମ୍ବର 18 2025
ଭୁବନେଶ୍ୱର, 18 ସେପ୍ଟେମ୍ବର 2025 –
ଆଜି ସୁନା ଓ ରୁପାର ଦରରେ ସାମନ୍ୟ ପରିବର୍ତ୍ତନ ହୋଇଛି। ଗହଣା କିଣିବା ପୂର୍ବରୁ ନଜର ପକାଇଲେ, ସହର ଅନୁସାରେ ମୂଲ୍ୟରେ କିଛି ତଫାତ ଦେଖିବେ।
ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା 10 ଗ୍ରାମ ପିଛା ₹1,11,170 ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ₹1,01,900 ରହିଛି।
ଭୁବନେଶ୍ୱର: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – ₹1,01,900
ମୁମ୍ବାଇ: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – ₹1,01,900
ନୂଆଦିଲ୍ଲୀ: ୨୪ କ୍ୟାରେଟ – ₹1,11,320, ୨୨ କ୍ୟାରେଟ – ₹1,02,050
ଚେନ୍ନାଇ: ୨୪ କ୍ୟାରେଟ – ₹1,11,490, ୨୨ କ୍ୟାରେଟ – ₹1,02,200
କୋଲକାତା: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – ₹1,01,900
ଅନ୍ୟପଟେ ରୁପାର ମୂଲ୍ୟ କିଲୋ ପିଛା ₹1,31,000 ହୋଇଛି।
ସୁନାର ଶୁଦ୍ଧତା କିପରି ଜାଣିବେ?
ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ଗ୍ରାହକମାନେ ‘BIS Care App’ ବ୍ୟବହାର କରିପାରିବେ। ଏଠାରେ ଲାଇସେନ୍ସ ନମ୍ବର, ହଲମାର୍କ ଓ ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରିବା ସହିତ, ଭୁଲ ଥିଲେ ସରକାରଙ୍କ ନିକଟରେ ସିଧାସଳଖ ଅଭିଯୋଗ କରିହେବ।
Socialtalknews