ଲୋକଙ୍କ ଟାଇଟାପୁରା ପାଇଁ ଝିଅକୁ ହତ୍ୟା କଲା ବାପା…

Talk Always Truth

ହରିୟାଣାର ଗୁରୁଗ୍ରାମରୁ ଗୁରୁବାର ଏକ ହୃଦୟବିବାଦକ ଘଟଣା ସାମ୍ନାକୁ ଆସୁଛି ! ସେଠାରେ ଜଣେ ଟେନିସ୍ ଖେଳାଳି ରାଧିକା ଯାଦବ (25 ) ଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହେଇଛି! ଗୁଳି ଶଦ୍ଦ ଶୁଣି ଅଖପାଖ ଲୋକ ରାଧିକାଙ୍କ ଘରେ ପହଁଞ୍ଚି ବା ପରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ! ପାଖରେ ତାଙ୍କ ବାପା ଦୀପକ ଯାଦବ ବସି ରହିଥିଲେ! ଲୋକେ ତୁରନ୍ତ ରାଧିକାଙ୍କୁ ହସ୍ପିଟାଲ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ! ପୁଲିସ ଦୀପକଙ୍କୁ ଗିରଫ୍ କରିଛି! ତାଙ୍କଠାରୁ ବନ୍ଧୁକ ଜବତ କରିଛି!
ସୂଚନା ଅନୁସାରେ, ଦୀପକ ଜଣେ ବିଲ୍ଲଡ଼ର! ତାଙ୍କ ଝିଅ ରାଧିକା ଜଣେ ବଡ଼ ଟେନିସ୍ ଖେଳାଳି ଥିଲେ! ସେ ରାଜ୍ୟ ସମେତ ଜାତୀୟ, ଅନ୍ତଜାତୀୟ ସ୍ତରରେ ମଧ୍ୟ ଏକାଧିକ ପ୍ରତିଯୋଗିତା ଜିତି ପୁରସ୍କୃତ ହେଇଥିଲେ! ଖେଳବେଳେ ତାଙ୍କ କାନ୍ଦରେ ଆଘାତ ଲାଗିବାରୁ ରାଧିକା ନିଜେ ଖେଳିବା ବନ୍ଦ କରି ଏକ ଟେନିସ୍ ଏକାଡେମୀ ଖୋଲିଥିଲେ!ସେଠାରେ…


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page