socialtalknews

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ହୋଇଛନ୍ତି ରାଜସ୍ଥାନ ବାସିନ୍ଦା |

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ହୋଇଛନ୍ତି ରାଜସ୍ଥାନ ବାସିନ୍ଦା |

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ହୋଇଛନ୍ତି ରାଜସ୍ଥାନ ବାସିନ୍ଦା |

ଲଗାଣ ବର୍ଷାରେ ଏବେ ହୋଇଛି ବେହାଲ୍ ରାଜସ୍ଥାନ । ବର୍ଷା ପାଇଁ ହନ୍ତ ସନ୍ତ ହେଉଛି ରାଜସ୍ଥାନ ଲୋକେ | ବାଟ ମିଳୁନି କୁଆଡେ ଯିବା ପାଇଁ | କୋଟା, ଆଜମେର, ଯୋଧପୁର୍, ଚିତ୍ତୋରଗଡ଼, ପାଲି, ଭିଲୱାରା, ବାଂଶୱାରା ଏବଂ ବ୍ୟାୱାର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । କୋଟା ଜିଲ୍ଲାର ମୋଦକ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ପଡିଛି । ଘର, ସ୍କୁଲ, ହସ୍ପିଟାଲ ଏବଂ ଏଟିଏମ୍ ମଧ୍ୟ ପାଣିରେ ଭର୍ତ୍ତି ହୋଇଯାଇଛି । କୋଟା ବ୍ୟାରେଜର ୧୯ଟି ଗେଟ୍ ମଧ୍ୟରୁ ୮ଟି ଖୋଲାଯାଇଛି ।
ସେହିପରି ଆଜମେରରେ ବର୍ଷା ସମୟରେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ବି ହୋଇଛି । ଆଜମେରର କଚେରୀ ରୋଡରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଫଳରେ ବର୍ଷା ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି ଲୋକମାନଙ୍କୁ । ଏସପିଙ୍କ​​ ଅଫିସରେ ବି ପାଣି ପଶିଛି । ଯୋଧପୁରରେ ବି ବର୍ଷା ପାଣି ଜମି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଚିତ୍ତୋରଗଡ଼ରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More