ରତ୍ନଭଣ୍ଡାର ଓ ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା :

Talk Always Truth

ରତ୍ନଭଣ୍ଡାର ଗଣତି ପାଇଁ ୨ ବିଶେଷଜ୍ଞ
ରତ୍ନ ଭଣ୍ଡାର ଓ ଗଣତି ମଣତିକୁ ନେଇ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ । ଗଣତି ମଣତି ନେଇ ଆର୍‌ବିଆଇ ଦୁଇ ଜଣ ଏକ୍ସପର୍ଟ ଙ୍କୁ ମନୋନୀତ କରି ସରକାରଙ୍କୁ ଜଣାଇଛି । ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ ।
ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚ ସ୍ତରୀୟ କମିଟି ରତ୍ନ ଗୁଡିକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରିବେ । ତାହା ପରେ ତାରିଖ ନିର୍ଦ୍ଧାରଣ କରି ଆର୍‌ବିଆଇ ର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତି ମଣତି ହେବ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page