ବ୍ରାଉନ୍ସୁଗର କାରବାରକୁ ମେ ପୁଣି ଚର୍ଚ୍ଚାରେ ଖୋର୍ଦ୍ଧା ଉପକ ପାଡ଼ାପାଟଣା। ଏଠାରେ ଥିବା କଣ୍ଠ ଏକ ମିକ୍ସଚର ଫ୍ୟାକ୍ତିରୁ ମିକ୍ସଚର ପ୍ୟାକେଟ୍ରେ ବ୍ରାଉନ୍ସୁଗର ଚାଲାଣ ହେଉଥିବା ଭଳି ଘଟଣ ଣା ପଦାକୁ ଆସିଛି। ଏହି ମିକ୍ସଚର ଫ୍ୟାକ୍ତିରେ > ଅବକାରୀ ବିଭାଗ ଚଢ଼ଉ କରି ୬ଟି ୫୦ ଗ୍ରାମ୍ ମାଲିକ ଜଣେ ମିକ୍ସଚର ପ୍ୟାକେଟ୍ରୁ ୧୫୦ ବ୍ରାଉନ୍ସୁଗର ଜବତ କରିଛନ୍ତି। ଏହି ମିକ୍ସଚର ଫ୍ୟାକ୍ତି ମାଲିକ । ପୂର୍ବତନ ସରପଞ୍ଚ ହୋଇଥିବାରୁ ଏହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇପଡ଼ି ଛି । ବ୍ରାଉନ୍ସୁଗର କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅବକାରୀ ବିଭାଗ ସଦର ଥାନା ମିକ୍ସଚର ଫ୍ୟାକ୍ତି ମାଲିକ ତଥା ସଦର ଞ୍ଚାୟତର ପୂର୍ବତନ କୁଞ୍ଜୁରୀ ତଥା ପୋଡ଼ାପାଟଣା ସରପଞ୍ଚ ହୁ(୬୩)ଙ୍କୁ ପଦ୍ମଲାଭ ସାହୁ ( ଗ୍ରାମର ପଦ୍ମ ଗିରଫ କରିଛି। କରିଛି। ସେହିପରି ଫ୍ୟାକ୍ତିରେ କାମ କରୁଥିବା ଅନ୍ୟପ ଉକ୍ତ ଅନ୍ୟତମ ର ଗ୍ରାମର ତ(୩୮)ଙ୍କୁ ଅଭିଯୁକ୍ତ ସାନପଦର ରଞ୍ଜନ କୁମାର ମହାପାତ୍ର(୩୮)ଙ୍କୁ ଅବକାରୀ ବିଭାଗ ଗିରପ ରଫ…

ଗାଧୋଇବା ବେଳେ ଅଘଟଣ :
ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ