ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ, ଶାନ୍ତି ଶୃଙ୍ଖଳାର ସହ ହେଉଛି ପାଳିତ

Talk Always Truth

By – SUBHASMITA ସେପ୍ଟେମ୍ବର 30 2025
ଭୁବନେଶ୍ବର: ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ବର ନୟାପଲ୍ଲୀ ଦୁର୍ଗାପୂଜା ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ କେରଳର କୁଚିପୁଡ଼ି ମୁଖ୍ୟ ଆକର୍ଷଣ ରହିଛି । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପାଳିତ ହେଉଛି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page