ଲଣ୍ଡନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଟେଡ୍ କିଙ୍ଗଡମର ସାଣ୍ଡ୍ରିହୋମ ହାଉସରେ ରାଜା ଚାର୍ଲ୍ସଙ୍କୁ ଭେଟିଥିଲେ । ଏହି ବୌଠକ ଭାରତ ଏବଂ ବ୍ରିଟେନ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ମଜୁବୁତ କରିବାକୁ ପ୍ରୟାସ କରିଥିଲେ । ଏହି ଭେଟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ମୁକ୍ତ ବାଣିଜ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ରିଟିଶ ରାଜ ପରିବାର ଏକ୍ସରେ ଏହି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଆଜି ଦ୍ବିପ୍ରହର ସମୟରେ ରାଜା ଚାର୍ଲ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାଣ୍ଡ୍ରିହୋମ ହାଉସରେ ସାକ୍ଷାତ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ପରିବେଶ ଅଭିଯାନ ଏକ ଗଛ ମାଙ୍କ ନାମରେ ଉପହାର ଦେଇଥିଲେ । ଏହି ଗଛକୁ ଶରତ ରୁତୁରେ ଲଗାଯିବ । ଡେଭିଡିଆ ଇନଭୋଲୁକ୍ରାଟା ସୋନୋମା । ଯାହାକୁ ସୋନମା ଡ୍ରୋଭଟି କୁହାଯାଏ । ଏହାର ସ୍ବତନ୍ତ୍ରତା ହେଉଛି ଏହି ଗଛରେ ଧଳା ରଙ୍ଗର ପାଖୁଡା ହୋଇଥାଏ । ଯାହାକି ପବନରେ ଉଡୁଥିବା ରୁମାଲ କିମ୍ବା କପୋତ ଭଳି ଦେଖାଯାଏ । ସାଧାରଣତଃ ଫୁଲଟିଏ ଫୁଟିବାକୁ ୧୫ ରୁ ୨୦ ବର୍ଷ ଲାଗୁଥିବା ସମୟରେ ସୋନୋମା ୨ରୁ ୩ ବର୍ଷ ମଧ୍ୟରେ ଫୁଟିଥାଏ । ତେବେ ଏହି ଅଭିଜାନ ଏକ ଗଛ ମାଙ୍କ ନାମରେ ମୋଦିଙ୍କ ନାମରେ ଆରମ୍ଭ ହୋଇଛି । ଯାହାକି ମାଙ୍କ ନାମରେ ଏକ ଗଛ ଲଗାଇବାକୁ ପ୍ରେରଣା ଦେଇଥାଏ । ଯାହାକି ଏକ ରାଷ୍ଟିୟ ଆନ୍ଦୋଳନ ରୁପ ନେଇଛି । ଭାରତ ଓ ବ୍ରିଟିନ ଭିତରେ ହେଇଛି ଚୁକ୍ତି! ପୋଷାକ ଓ ଖାଦ୍ୟ ସାମଗ୍ରୀ ହେଇବ ଶସ୍ତା !

ବିମାନବନ୍ଦରରୁ ମିଳିଲା :
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର