ଆହମନାଳୀଦ, ୧୩ ୭ (ପିଡିଆଇ) ସନ୍ଧିଆର ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆରଟିଆଇ କର୍ମା ଅମିତ ଜେଠଙ୍କ ହତ୍ୟା ମାମଲାରେ ବିଜେପିର ପୂର୍ବତନ ସାଂସଦ ଦିନୁ ସୋଲାଙ୍କିଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଆଜୀବନ କାରାଦଣ୍ଡଦେଶ ଦେଇଛନ୍ତି । ସନ ଦୋଷୀଙ୍କ ବିରୋଧରେ ମୋଟ ୫.୯, ୨୫,୦୦୦ ଟକାର ଜୋରିମାନା କରାଯାଇଛି । ସ୍ବତନ୍ତ୍ର ବିଚାରପତି ଜେ. ଏମ ତାରେ ଶନିତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ରାୟ ସଂରକ୍ଷିତ ନଥୁରେ । ଏହି ମାମଲାରେ ଅନ୍ୟ ଦୋଷାମାନେ ହେଲେ ସୋଲାଙ୍କିଙ୍କ ପୁତୁରା ଶିତ ସୋଭାଜି, ସମୟ ଚୌହାଣ, ଶୈଳେଶ ପାଣେ, ପାଚନ ଦେଶାଇ, ଉଦଳା ଠାକୁଳ ଏବଂ ପୁଲିସ କନୱେଳ ବାହାଦୁର ସିଂହ ଭାଦେବ । ଦୋଷୀଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ହତ୍ୟା, ପ୍ରମାଣ ନଷ୍ଟ, ଅପରାଧ ଷଡ଼ଯନ୍ତ୍ର ଏବଂ ସଶର ଆଇନ ଧାରା ୨୫ (୧)ରେ ବେଆଇନ ଅଳ୍ପ ରଖୁବା ଅଭିଯୋଗ ପ୍ରମାଣ ହୋଇଛି । ଏହି ପୂର୍ବତନ ସାଂସଦ ସୋଲାଙ୍କି ମାମଲାରେ ନାଇବ ରହିଥିବା ସମସ୍ତ ୧୦୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ |