socialtalknews

ପୁଣି ଭାରତୀୟ ଫେରିଲେ :

ପୁଣି ଭାରତୀୟ ଫେରିଲେ :

ପୁଣି ଭାରତୀୟ ଫେରିଲେ :

୧୭୦୦ ଭାରତୀୟଙ୍କୁ ବିଦା କରିଛି ଆମେରିକା
୧୭୦୦ ଭାରତୀୟଙ୍କୁ ବିଦା କରିଛି ଆମେରିକା
୭ ମାସରେ ଆମେରିକା ପାଖାପାଖି ୧୭୦୩ ଭାରତୀୟ ନାଗରିକଙ୍କୁ ଦେଶରୁ ନିର୍ବାଶିତ କରିଛି । ଯେଉଁଥରେ ୧୪୧ ମହିଳା ସାମିଲ ଅଛନ୍ତି । ଲୋକସଭାରେ ଏହି ସୂଚନା ଦେଇଛନ୍ତି ବିଦେଶ ରାଜ୍ୟ ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ । ସିଂ କହିଛନ୍ତି ୨୦୨୦ରୁ ୨୦୨୪ ମଧ୍ୟରେ ୫ ହଜାର ୫ଶହ ୪୧ ଭାରତୀୟଙ୍କୁ ଆମେରିକାରୁ ବିଦା କରାଯାଇଥିଲା ।
ଚଳିତ ବର୍ଷ ୨୨ ଜୁଲାଇ ପର୍ଯ୍ୟନ୍ତ ଆମରିକାରୁ ବାହାର କରାଯାଇଥିବା ଭାରତୀୟଙ୍କ ସଂଖ୍ୟା ୧୭,୦୩ ଥିବା କହିଛନ୍ତି ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ । ସେ ଆହୁରି ମଧ୍ୟ କହିଛନ୍ତି ବ୍ରିଟେନ୍‌ରୁ ଗତ ୫ ବର୍ଷରେ ୩୧୧ ଭାରତୀୟଙ୍କକୁ ଡିପୋର୍ଟ କରାଯାଇଥିଲା । ୨୦୨୫ ପର୍ଯ୍ୟନ୍ତ ଏହି ସଂଖ୍ୟା ୧୩୧ରେ ପହଞ୍ଚିଛି । ସରକାରୀ ତଥ୍ୟ ଅନୁସାରେ ୧୭୦୩ ଭାରତୀୟଙ୍କ ମଧ୍ୟରୁ ସବୁଠାରୁ ଅଧିକ ୬୨୦ କେବଳ ପଞ୍ଜାବରୁ ରହିଛନ୍ତି । ଏହା ପରେ ହରିୟାଣାରୁ ୬୦୪, ଗୁଜୁରାଟରୁ ୨୪୫ ଏବଂ ଜାମ୍ମୁକଶ୍ମୀରରୁ ୧୦ ଜଣଙ୍କୁ ଆମେରିକାରୁ ବାହାର କରାଯାଇଛି । ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନଙ୍କ ସୂଚନା ଅନୁସାରେ ଯେଉଁ ୧୭୦୩ ଭାରତୀୟଙ୍କୁ ଆମେରିକାରୁ ଡିପୋର୍ଟ କରାଗଲା ସେମାନଙ୍କ ମଧ୍ୟରୁ ୧୫୬୨ ପୁରୁଷ ଥିବା ବେଳେ ୧୪୧ ମହିଳା ଅଛନ୍ତି |

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More