socialtalknews

ପାଞ୍ଚ ଜଣ ଯୁବକ ଚାମ୍ବରକୁ ଭାଙ୍ଗି ମାଡ଼ ମାରିଲେ ରତ୍ନାକର ସାହୁଙ୍କୁ

ପାଞ୍ଚ ଜଣ ଯୁବକ ଚାମ୍ବରକୁ ଭାଙ୍ଗି ମାଡ଼ ମାରିଲେ ରତ୍ନାକର ସାହୁଙ୍କୁ

ପାଞ୍ଚ ଜଣ ଯୁବକ ଚାମ୍ବରକୁ ଭାଙ୍ଗି ମାଡ଼ ମାରିଲେ ରତ୍ନାକର ସାହୁଙ୍କୁ

ପ୍ରତି ସୋମବାର ପରି ବିଏମସି କାର୍ଯ୍ଯଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି । କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ସେ ଭିତରେ ୫ ଜଣ ଯୁବକ ଆସ ରତ୍ନାକରଙ୍କ ଚାମ୍ବରକୁ ଭାଙ୍ଗି ପଶିଥିଲେ। ଏବଂ ବିଜେପି ନେତାଙ୍କୁ କଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏବଂ ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ମାଡ଼ ମରା ପ୍ରତିବାଦରେ ବିଏମ୍ସି ଅଧିକାରୀ ଓ କର୍ମଚାରୀ ଧାରଣାରେ ବସିଛନ୍ତି । ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ ଦାବି କରିବା ସହ କାମ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ ।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More