
ମନ୍ଦିର ଭାଙ୍ଗିବେ’ ବୋଲି ଚାଲିଛି ଧମକ — ପ୍ରଶାସନ ସଚେତନ
By subhasmita Aug 13 2025
ଭୁବନେଶ୍ୱର: ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ଏକ ଧମକପୂର୍ଣ୍ଣ ଆତଙ୍କବାଦୀ ବାର୍ତ୍ତା ମିଳିଛି, ଯେଉଁଥିରେ ମନ୍ଦିର ଭାଙ୍ଗିବା ସହିତ ହିଂସାକାଣ୍ଡ ଘଟାଇବାର ଆଶଙ୍କା ବ୍ୟକ୍ତ କରାଯାଇଛି । ଏହି ବାର୍ତ୍ତା ପରିକ୍ରମା ପ୍ରକଳ୍ପର ପଥର କାନ୍ଥରେ ଛପାଯାଇଛି ଓ ସୁରକ୍ଷା କର୍ମୀମାନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରାଯାଇଛି ।
ଫୋନ୍ ନମ୍ବର ସହିତ ଏହି ଧମକର ସୂଚନା ପ୍ରଶାସନକୁ ମେଳିଛି । ଏହି ବିଷୟରେ ଅଧିକ ତଦନ୍ତ ପାଇଁ ସୁରକ୍ଷା ବିଭାଗ ସଚେତନ ଅଛି ।
ସେଉଁଥିରେ ଶ୍ରୀମନ୍ଦିରରେ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ଅବସରରେ ରାହୁ ରେଖା ଲାଗାଯିବା ପାଇଁ ଆଜି ଦର୍ଶନ ବନ୍ଦ ରହିବ