socialtalknews

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ |

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ |

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ |

କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ | ସମସ୍ତେ କହୁଥିଲେ କୋଭିଡ୍ ପାଇଁ ବଢୁଛି ଏହି ହାର୍ଟ ଆଟାକ୍ ..କିନ୍ତୁ ଏକଥା ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । କୋଭିଡ୍ ଟିକା ସହ ଆକସ୍ମିକ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ । ICMR ଓ AIIMS ପକ୍ଷରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । କୋଭିଡ୍ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ କାରଣ ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ହୋଇଥାଏ । କୋଭିଡ୍ ଟିକା ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ହେଉଛି ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବିଭିନ କାରଣ ଆମର ଜୀବନଯାପନ ସଇଲି ଯୋଗୁ ଆମର ହାର୍ଟ ଆଟାକ୍ ବଢ଼ିବାରେ ଲାଘିଛି | ଏଥିରେ ଟୀକା ସହିତ କୌଣସି ସାମଂଜସ୍ୟ ନାହିଁ |

କୋଭିଡ୍ ପରେ ବୟସ୍କଙ୍କ ଠାରେ ଆକସ୍ମିକ ମୃତ୍ୟୁ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ବିଭିନ୍ନ କ୍ଷେତ୍ରରେ ଉଦବେଗ ପ୍ରକାଶ ପାଇଥିଲା । କିନ୍ତୁ ଆଇସିଏମଆର ଓ ଏମସ ପକ୍ଷରୁ ମିଳିତ ତଥ୍ୟ ଅନୁଧ୍ୟାନ ପରେ କୋଭିଡ୍ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର କିଛି ବିରଳ କ୍ଷେତ୍ରରେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ବିଭିନ୍ନ କାରଣ ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ହୋଇଥାଏ । କୋଭିଡ୍ ଟିକା ଯୋଗୁଁ ହୃଦଘାତ ଜନିତ ମୃତ୍ୟୁ ବଢିଥିବା ସମ୍ପୂର୍ଣ୍ଣ ମିଥ୍ୟା ଓ ବିଭ୍ରାନ୍ତିକର । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More