କେନ୍ଦ୍ରାପଡା ରେ ସତେ ଯେମିତି ରାଗି ଅବୁଝା ହେଲେ ପ୍ରଭୁ ବଳଦେବଜୀଉ

Talk Always Truth

ଶ୍ରୀକ୍ଷେତ୍ର ରେ ମାନିଗଲେ ଠାକୁର କିନ୍ତୁ କେନ୍ଦ୍ରାପଡ଼ା ରେ ବେଶି କୋପ କଲେ ପ୍ରଭୁ ବଳଦେବଜୀଉ ! ହଁ ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାର ବଳଦିଜୀଉ ମନ୍ଦିର ର ରଥଯାତ୍ରା ଏବେ ଅଞ୍ଜଳିକ ମାନ୍ୟତା ଅନୁଯାୟୀ ନୁହେଁ, ବରଂ ଦେବତାଙ୍କ ରାଗ ଓ ଅନୁରାଗ ସହିତ ଜଡିତ ଏକ ଅଭୂତ ଅନୁଭୂତିରେ ଅନ୍ତଗତ! କେନ୍ଦ୍ରାପଡ଼ା ରେ ପ୍ରସିଦ୍ଧ ବଳଦେବଜୀଉ ଙ୍କ ରଥଯାତ୍ରା ପାରମ୍ପରିକ ଅନୁଯାୟୀ ରଥଯାତ୍ରାର ପରଦିନ ଏଠାରେ ରଥଟାଣାଯାଏ ! କିନ୍ତୁ ଏଥର ଠାକୁର ପହଣ୍ଡି ହେଇଗଲେ ଯେତେକ ରାଗ ଅଭିମାନ ସବୁତକ ଅଜାଡି ଦେଲେ!


ଏସବୁ ଦେଖି ଭକ୍ତ ଓ ସେବାୟତ ମଧ୍ୟ କାନ୍ଦିବାକୁ ଲାଗିଲେ କିଏ କିଏ ମଧ୍ୟ କହିଉଠିଲେ ପୁରୀରେ ରାଗିଛନ୍ତି ବଳଭଦ୍ର ସେଥିପାଇଁ ରଥକୁ ଆଗକୁ ଗଢିବାକୁ ଦେଉନାହାନ୍ତି ପ୍ରଭୁ ! ପ୍ରଭୁଙ୍କ ରାଗ କଣ ପାଇଁ ଏତେ! ଆମ ଦ୍ୱରା କଣ ଭୁଲ ହେଇଯାଇଛି କି ପ୍ରଭୁ କହି ଉଠିଲେ ଭକ୍ତ ଓ ସେବାୟତ ମାନେ !! ଏସବୁ କଥା କହିକହି କାନ୍ଦିପକାଉଥିଲେ ଭକ୍ତଙ୍କ ସହିତ ସେବାୟତ ମଧ୍ୟ! କାଇଁକି ରାଗିଛନ୍ତି ପ୍ରଭୁ! କାଇଁକି ଚାଳିଲାନି ରଥ! ଗତ 3ବର୍ଷ ହେଲା କାଇଁ ଏତେ ଅଭୁଝା ହେଉଛନ୍ତି! କାଇଁକି ରଥ କୁ ଯେତେ ଚେଷ୍ଟା କଲେ ମଧ୍ୟ ସତେ ଯେମିତି ଅଚଳ ହେଇ ରହିଛି!


କିନ୍ତୁ ସେ ପରା ମନୁଆ ଠାକୁର ଭାବବିନମୟା! କେବେ ଭକ୍ତ ଙ୍କ ହାତରୁ ନଢ଼ିଆ ନେଇଯାନ୍ତି | ବଡ ଭାଇ ଗଲେ ନାହିଁ ବୋଲି ତାଙ୍କ ରଥ ପରା ଆଗକୁ ଗଲା ନାହିଁ! କିନ୍ତୁ ଭକ୍ତଙ୍କ ଛଳଛଳ ଆଖିକୁ ଦେଖି ସେ ଯେ କେମିତି ସାହିପାରିବେ! ଭାଇଙ୍କୁ ବୁଝାଇସୁଜାଈ ରଥ ବଡ଼ଦାଣ୍ଡରେ ସିନା! କିନ୍ତୁ କେନ୍ଦ୍ରାପଡ଼ା ରେ ସତେ ଯେମିତି ଅବୁଝା ହେଲେ ! କେତେ ଯେ ବୁଝାଇଥିବେ ସାନଭାଇ ସାନଭାଇର କଥା ଶୁଣି ମନୁଆ ଠାକୁର ଯେ ମାନିଗଲେ ଶେଷରେ ଆଦେଶ ଦେଲେ ରଥ ଗଢିଲା!


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page